Punarmilan (1977)

- Country
- India
- Elsewhere
- IMDb
How it feels
A 1977 Odia film produced by Rama Rao and directed by K.D.H. Rao. It features a large cast including Raghunath Behera, Chakrapani, and Ritu Parana Pattnayak. The story was written by K. P. Kottarakar with music by Upendra Kumar. The film centers on relationships and family dynamics.
dramaticemotionalsentimentalfamily-centricromanticearnestmelodramatictraditional
What happens
ପୁନର୍ମିଳନ, ୧୯୭୭ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ରାମା ରାଓ । କେ. ପି. କୋଟ୍ଟାରକର ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ରଘୁ ମିଶ୍ର ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । କେ.ଡି.ଏଚ୍. ରାଓ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତ ନିର୍ଦ୍ଦେଶକ ଉପେନ୍ଦ୍ର କୁମାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ରଘୁନାଥ ବେହେରା, ଚକ୍ରପାଣି, ଅଜିତ ଦାସ, ଗଣନାଥ ଜେନା, ଅଜିତ କର, ନିତ୍ୟାନନ୍ଦ ମିଶ୍ର, ରଘୁ ମିଶ୍ର, ସରୋଜ ମିଶ୍ର, ସୁନୀଲ ମିଶ୍ର, ଋତୁପର୍ଣ୍ଣା ପଟ୍ଟନାୟକ, ରାଜେଶ୍ୱରୀ, ରୋଜା ରମଣୀ, ତନ୍ଦ୍ରା ରାୟ, ନୀହାରିକା ସାହୁ, ବସନ୍ତ ସାମଲ, ଦୁର୍ଗା ଶତପଥୀ, ସତ୍ୟଭାମା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । (from Wikipedia, CC BY-SA)
More like this
- Aahuti (1977)
- Naga Phasa (1977)
- మనవడి కోసం
- Mukti (1977)
- Janmadata (1978)
- Hridayame Sakshi (1977)
- Bandhu Mohanty (1977)
- Amme Anupame (1977)
Browse movies and series
press Enter to search by title, your filters still apply · for something by mood, tap Discover
Lists: Korean thrillers worth the evening · Anime films beyond Studio Ghibli · Slow films for a rainy night · Horror that unsettles instead of startling · Series you can finish in a weekend · Nordic crime worth the subtitles · Good films that end in under 90 minutes · Documentaries that play like thrillers
Loading movies…