Pati Patni (1978)

- Country
- India
- Elsewhere
- IMDb

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
This 1978 Odia film shows the everyday lives and conflicts of a married couple. It focuses on their relationship and the challenges they face together.
dramaticemotionalfamily-orientedconversationaltraditionalmusicalseriousrelatable
What happens
ପତି ପତ୍ନୀ, ୧୯୭୮ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । କେ. ଏସ୍. ନାରାୟଣ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ବୃନ୍ଦାବନ ଜେନା ଏହି କଥାଚିତ୍ରଟି ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ । ଏମ୍. ଏସ୍. କୋଟି ରେଡ୍ଡୀ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତ ନିର୍ଦ୍ଦେଶକ ରମେଶ ନାଇଡ଼ୁ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ଶରତ ପୂଜାରୀ, ଉତ୍ତମ ମହାନ୍ତି, ବିଜୟ ମହାନ୍ତି, ମହାଶ୍ୱେତା ରାୟ, ତନ୍ଦ୍ରା ରାୟ, ନେତ୍ରାନନ୍ଦ ମିଶ୍ର, ପୀର ମିଶ୍ର, ଜୟୀରାମ ସାମଲ, ଗୀତା ରାଣୀ, ରୋଜା ରମଣୀ, ବିଜୟ ବାଣୀ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । (from Wikipedia, CC BY-SA)
More like this
Paribar (1978)
Kulachandrama (1978)
Samarpan (1978)
Badalte Rishtey (1978)
Main Tulsi Tere Aangan Ki (1978)
Hamara Sansar (1978)
Janmadata (1978)
Jalatharangam (1978)- More like this film, on a shelf you can walk up to.It's the lit case on the top shelf.