Batasi Jhada (1981)

- Directed by
- Ramesh Mohanty
- Country
- India
- Elsewhere
- IMDb

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
An Odia language film set in 1981. It tells a story about characters facing personal and social challenges in a rural setting. The film focuses on their emotional struggles and relationships.
dramaticemotionalslow-burnserioussomberstory-driventragicrural
What happens
ବତାସୀ ଝଡ଼ ୧୯୮୧ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଆରତୀ ଦାସ । ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ରମେଶ ମହାନ୍ତି ଓ ସତ୍ୟବ୍ରତ ମହନ୍ତି । ବିଜୟ ମିଶ୍ର ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ରମେଶ ମହାନ୍ତି । ସଙ୍ଗୀତକାର ସଲୀଳ ଚୌଧୁରୀ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ଅସୀମ ବସୁ ଏହି କଥାଚିତ୍ରଟିର କଳା ନିର୍ଦ୍ଦେଶନା ଦେଇଥିଲେ । ଅକ୍ଷୟ ମହାନ୍ତି (କାଶ୍ୟପ), ଜୟା ବି., କାଶି ରଥ, ନରେନ୍ଦ୍ର ବେହେରା, ରାଧା ପଣ୍ଡା, ଦୁଃଖୀରାମ ସ୍ୱାଇଁ, ପୁଷ୍ପା ପଣ୍ଡା, ମଧୁମିତା, ରୁନୁ ପରିଜା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । (from Wikipedia, CC BY-SA)
More like this
Kie Jite Kie Hare (1981)
Bilwa Mangala (1981)
Aani Ver (1981)
Arayannam (1981)
Arati (1981)
Aparna (1981)
Saiyan Tore Karan (1981)
Vayal (1981)- More like this film, on a shelf you can walk up to.It's the lit case on the top shelf.