Radha (1984)

- Original title
- ରାଧା
- Directed by
- J H Sattar
- Genre
- drama
- Country
- India
- Rated
- U
- Elsewhere
- IMDb

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
Radha is an Odia film from 1984 produced by Subrat Samantaray. The story and screenplay were written by J.H. Sattar who also directed the movie. It features actors like Subrat Samantaray, Kasturi Badu, and Deepa Sahu in key roles.
romanticdramaticemotionaltraditionalfamily-orientedseriousheartfelt
What happens
ରାଧା, ୧୯୮୪ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୁବ୍ରତ ସାମନ୍ତରାୟ । ବିଜୟ ମିଶ୍ର ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଜେ. ଏଚ୍. ସତ୍ତାର ଏହି କଥାଚିତ୍ରଟିର କାହଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସୁବ୍ରତ ସାମନ୍ତରାୟ, କସ୍ତୁରୀ ବଡ଼ୁ, ଦୀପା ସାହୁ, ବିରେନ ରାଉତରାୟ, ସୂର୍ଯ୍ୟ ମିଶ୍ର, ରାଜୁ ମିଶ୍ର, ଜୟୀରାମ ସାମଲ, ଜୟା ବି, ଗୀତା ରାଓ, ନାଗେଶ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । (from Wikipedia, CC BY-SA)
More like this
Jeebana Sangama (1984)
Pratidhwani (1984)
Ningalil Oru Sthree (1984)
காவல் கைதிகள் (1984)
Basanta Rasa (1984)
ஆத்தோர ஆத்தா (1984)
Kanchana Ganga (1984)
రక్తసంబంధం (1984)- More like this film, on a shelf you can walk up to.It's the lit case on the top shelf.