Gangashiuli (1984)

- Directed by
- Bidhubhushan Nanda
- Country
- India
- Elsewhere
- IMDb
How it feels
This Odia film released in 1998 follows the story of characters played by Munna Khan and Shila. It was produced by Kamal Lochna Sahoo under the Jyotsna Arts banner and directed by Srinivas who also wrote the story, screenplay and dialogue.
dramaticemotionalslow-burntraditionalheartfeltmusicalsoberfamily-oriented
What happens
ଗଙ୍ଗ ଶିଉଳି ୧୯୯୮ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ କମଳ ଲୋଚନା ସାହୁ, ଯାହାକି ଜ୍ୟୋତ୍ସା ଆର୍ଟସ୍ ବ୍ୟାନନରେ ନିର୍ମାଣ କରାଯାଇଥିଲା । ନିର୍ଦ୍ଦେଶକ ଶ୍ରୀନିବାସ ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ମୁନ୍ନା ଖାଁ ଏବଂ ଶୀଲା । ଦେବୁ ବୋଷ, ଅଶ୍ରୁମୋଚନ ମହାନ୍ତି, ମୀନକେତନ ଭଳି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । (from Wikipedia, CC BY-SA)
More like this
- Jeebana Sangama (1984)
- Pratidhwani (1984)
- Abhilasha (1984)
- Basanta Rasa (1984)
- Dhare Alua (1984)
- Ram Rahim (1983)
- Dandabalunga (1984)
- Raja Harishchandra (1984)
Browse movies and series
press Enter to search by title, your filters still apply · for something by mood, tap Discover
Lists: Korean thrillers worth the evening · Anime films beyond Studio Ghibli · Slow films for a rainy night · Horror that unsettles instead of startling · Series you can finish in a weekend · Nordic crime worth the subtitles · Good films that end in under 90 minutes · Documentaries that play like thrillers
Loading movies…