Jahaku Rakhibe Ananta (1988)

- Country
- India
- Elsewhere
- IMDb

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
An Odia film from 1988 produced by Basanta Nayak and directed by Asim Kumar. It features Uttam Mohanty and Aparajita Mohanty in lead roles and includes scenes about the power of snakes.
traditionalspiritualmysticalserpent-themeddramaticfamilialmythological
What happens
ଯାହାକୁ ରଖିବେ ଅନନ୍ତ, ୧୯୮୮ ମସିହାରେ ମୁ୍କ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ବସନ୍ତ ନାୟକ । ବିଜୟ ମିଶ୍ର ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଅସୀମ କୁମାର ଏହି କଥାଚିତ୍ରଟିର ନିର୍ଦ୍ଦେଶଣା ଦେଇଥିଲେ । ଏହି କଥାଚିତ୍ରରେ ସାପଙ୍କ ମହିମା ବିଷୟରେ କିଛି ଦୃଶ୍ୟ ରହିଛି । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଉତ୍ତମ ମହାନ୍ତି ଓ ଅପରାଜିତା ମହାନ୍ତି । ବିଜୟ ମହାନ୍ତି, ଶ୍ରୀରାମ ପଣ୍ଡା, ସୁଜାତା ଆନନ୍ଦ, ପୃଥ୍ୱୀରାଜ ନାୟକ, ଦେବୁ ବ୍ରହ୍ମା, ହର ପଟ୍ଟନାୟକ, ନିହାରିକା ସାହୁ, କାନ୍ତ ସିଂହ, ଜୟୀରାମ ସାମଲ, ଦୁଃଖୀରାମ ସ୍ୱାଇଁ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । (from Wikipedia, CC BY-SA)
More like this
Papa Punya (1988)
Chaka Akhi Sau Dekhuchhi (1988)
Bidhira Bidhana (1989)
Kurukshetra (1988)
Nisiddha Swapna (1988)
Pakakambal Potchhata (1986)
Ram Rahim (1983)
Pua Moro Kala Thakura (1988)- More like this film, on a shelf you can walk up to.It's the lit case on the top shelf.