Panjuri Bhitare Sari (1992)

- Country
- India
- Elsewhere
- IMDb

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
A story set in Odisha about a woman trapped in a cage, exploring her struggles and relationships. The film follows the main characters played by Bijay Mohanty and Tandra Ray as they navigate love and societal pressures.
poignantmusicalemotionaldramaticslow-pacedfamily-orientedmelancholictraditional
What happens
ପଞ୍ଜୁରୀ ଭିତରେ ଶାରୀ, ୧୯୯୨ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ରବି ସ୍ୱାଇଁ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏବଂ କାହାଣୀ ରଚନା କରିଥିଲେ । ଗୋପାଳ ଦେ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଅବତାର ସିଂହ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ବିଜୟ ମହାନ୍ତି, ତନ୍ଦ୍ରା ରାୟ, ମିହିର ଦାସ ଓ ଅପରାଜିତା ମହାନ୍ତି । ହର ପଟ୍ଟନାୟକ, ଦେବୁ ବୋଷ, ଜୟୀରାମ ସାମଲ, କୁନି ମିଶ୍ର, କାନ୍ତ ସିଂହ, ଜୟୀରାମ ସାମଲ, ଗୀତା ଦତ୍ତ, ବ୍ୟୋମକେଶ ତ୍ରିପାଠୀ, ବ୍ରଜ ସିଂହ, ସଞ୍ଜୟ ନାୟକ, ଲିପ୍ସା, ନମ୍ରତା ଦାସ, କ୍ରିଷ୍ଣା ଦାସ, ବୈରାଗୀ ମହାନ୍ତି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । (from Wikipedia, CC BY-SA)
More like this
Aardram (1992)
Anutap (1992)
Naga Panchami (1992)
Malashree Mamashree (1992)
Abhirami (1992)
Thaali Kattiya Raasa (1992)
Periya Gounder Ponnu (1992)
Meera (1992)- More like this film, on a shelf you can walk up to.It's the lit case on the top shelf.