Pacheri Uthila Majhi Duaru (1994)

- Directed by
- Vijay Bhaskar
- Country
- India
- Elsewhere
- IMDb
How it feels
A 1994 Odia film produced by Rabindra Sahu, featuring a large cast. It revolves around family and village life in Odisha, focusing on relationships and everyday struggles.
heartfeltfamily-orientedemotionaldramaticearthytraditionalsimpleslow-paced
What happens
ପାଚେରୀ ଉଠିଲା ମଝି ଦୁଆରୁ, ୧୯୯୪ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ରବିନ୍ଦ୍ର ସାହୁ । ଚଞ୍ଚଳା ସାହୁ, ମାନସ ସାହୁ, ପ୍ରଦୀପ ସାହୁ, ରଣଜିତ ସାହୁ, ସଞ୍ଜୟ ସାହୁ, ସଞ୍ଜୀବ ସାହୁ ଆଦି ଏହି କଥାଚିତ୍ରଟିର ସହଯୋଗୀ ପ୍ରଯୋଜକ ଥିଲେ । ବିଜୟ ମିଶ୍ର ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ବିଜୟ ଭାସ୍କର ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ବିଜୟ ମହାନ୍ତି, ଉତ୍ତମ ମହାନ୍ତି, ଅନିତା ଦାସ, ଅଶ୍ରୁମୋଚନ ମହାନ୍ତି, ଶ୍ରୀକାନ୍ତ ଗୌତମ, ସୁସ୍ମିତା ଦାସଗୁପ୍ତା, ଦୁଃଖିରାମ ସ୍ୱାଇଁ, ଜୟୀରାମ ସାମଲ, ବ୍ରଜ ସିଂହ, ସ୍ନିଗ୍ଧା ମହାନ୍ତି, ରାଇମୋହନ ପରିଡ଼ା, ଅଶ୍ରୁମୋଚନ ମହାନ୍ତି, ମାମିନା, କାନ୍ତ ସିଂହ, ବସନ୍ତ ସାମଲ, ଗଣେଶ, କାଶି, ବିଜନ, ଭିକାରୀ, ରବି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । (from Wikipedia, CC BY-SA)
More like this
- Rakhile Siba Mariba Kie (1994)
- Gadhi Janile Ghara Sundara (1994)
- Naga Jyoti (1994)
- Lakhe Siba Puji Paichhi Pua (1994)
- Kudumba Vishesham (1994)
- Sammilana (1994)
- Aame (1994)
- Swaham (1994)
Browse movies and series
press Enter to search by title, your filters still apply · for something by mood, tap Discover
Lists: Korean thrillers worth the evening · Anime films beyond Studio Ghibli · Slow films for a rainy night · Horror that unsettles instead of startling · Series you can finish in a weekend · Nordic crime worth the subtitles · Good films that end in under 90 minutes · Documentaries that play like thrillers
Loading movies…