Moksha (1996)

- Country
- India
- Elsewhere
- IMDb
How it feels
This Odia film follows characters on a personal journey toward understanding and release. It explores the search for meaning and peace in their lives.
slow-burnreflectivespiritualemotionally weightycontemplativegroundeddramatic
What happens
ମୋକ୍ଷ, ୧୯୯୬ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଜୟଦେବ ମଲ୍ଲିକ, ପ୍ରମୋଦ ନାୟକ । ଗୌରୀ ଶଙ୍କର ଦାସ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଏବଂ ମଳୟ ରାୟଙ୍କ ସହ ମିଶି ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତ ନିର୍ଦ୍ଦେଶକ ସୁମନ୍ତ ମହାନ୍ତି ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ମଳୟ ମିଶ୍ର ଓ ମଳୟ ରାୟ ଏହି କଥାଚିତ୍ରଟିର ଚିତ୍ରୋତ୍ତଳନ କରିଥିଲେ । ବିଜୟ ମିଶ୍ର ଏହି କଥାଚିତ୍ରଟିର ସମ୍ପାଦନା କରିଥିଲେ । ଏହି କଥାଚିତ୍ରଟି ଶ୍ରେଷ୍ଠ ଆଞ୍ଚଳିକ ଚଳଚ୍ଚିତ୍ର ପୁରସ୍କାର ପାଇଥିଲା । ଚୌଧୁରୀ ଜୟପ୍ରକାଶ ଦାସ, ଦୁର୍ଗା ମହାପାତ୍ର, ପୃଥ୍ୱୀରାଜ ମିଶ୍ର, ବିଜୟିନୀ ମିଶ୍ର, ପୁଷ୍ପା ପଣ୍ଡା, ଜୟୀରାମ ସାମଲ, ସ୍ନେହାପ୍ରଭା ସାମନ୍ତରାୟ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । (from Wikipedia, CC BY-SA)
More like this
- Pua Moro Bhola Shankara (1996)
- Silayugathile Sthreekal (1996)
- Kazhakam (1996)
- Rag-Birag (1996)
- Kalki (1996)
- Suna Pua (1996)
- Karuvelam Pookkal (1996)
- April 19 (1996)
Browse movies and series
press Enter to search by title, your filters still apply · for something by mood, tap Discover
Lists: Korean thrillers worth the evening · Anime films beyond Studio Ghibli · Slow films for a rainy night · Horror that unsettles instead of startling · Series you can finish in a weekend · Nordic crime worth the subtitles · Good films that end in under 90 minutes · Documentaries that play like thrillers
Loading movies…