Bapa (1997)

- Directed by
- Prashanta Nanda
- Country
- India
- Elsewhere
- IMDb

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
This Odia film from 1997 centers on a father and his family. It follows their relationships and the challenges they face together.
family-orientedemotionaldramaticearnestheartfeltsomber
What happens
ବାପା, ୧୯୯୭ ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ବିଜୟ ଖେମକା ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ । ପ୍ରଶାନ୍ତ ନନ୍ଦ ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତି ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ମଧୁ ଅମ୍ବାତ ଏହି କଥାଚିତ୍ରଟିର ଚିତ୍ରୋତ୍ତଳନ କରିଥିଲେ ଏବଂ ଅଶୋକ ଶର୍ମା ଏହି କଥାଚିତ୍ରଟିର ସମ୍ପାଦନା କରିଥିଲେ । ସିଦ୍ଧାନ୍ତ ମହାପାତ୍ର, ମାମା ମିଶ୍ର, ମିହିର ଦାସ, ମୁନ୍ନା ଖାନ, ନବ ଆଚାର୍ଯ୍ୟ, ନିତ୍ୟାନନ୍ଦ ଦାସ, ସଙ୍ଗୀତ ଦାସ, ଶ୍ରୀକାନ୍ତ ଗୌତମ, ସାତ୍ୟକି ମିଶ୍ର, ସ୍ମିତା ମହାନ୍ତି, ପ୍ରଶାନ୍ତ ନନ୍ଦ, ପୃଥ୍ୱୀରାଜ ନାୟକ, ରାମଚନ୍ଦ୍ର ପ୍ରତିହାରୀ, ପ୍ରେମାଞ୍ଜନ ପରିଡ଼ା, ପ୍ରିୟମ୍ବଦା ରାୟ, ଜୟୀରାମ ସାମଲ, ବ୍ରଜ ସିଂହ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । (from Wikipedia, CC BY-SA)
More like this
Jibana sathi (1997)
Nari Bi Pindhipare Rakta Sindura (1997)
Bhula Kahar (1997)
Suna Pua (1996)
Saubhagyabati (1998)
Dharma Karma (1997)
Maa Nannaki Pelli (1997)
Natpukkaga (1997)- More like this film, on a shelf you can walk up to.It's the lit case on the top shelf.