Baazi (2001)

- Directed by
- Ashok Pati
- Country
- India
- Elsewhere
- IMDb

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
The film follows a story involving love, family, and conflict. It features a couple facing obstacles and a hero who takes on challenges.
dramaticemotionalromanticfamily-orientedaction-packedsuspensefulmelodramatic
What happens
ବାଜି, ୨୦୦୫ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ନମିତା ଦାସ ଏବଂ ସସ୍ମିତା ଦାସ । ବିଜୟ ମଲ୍ଲ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଅଶୋକ ପତି ଏହି କଥାଚିତ୍ରଟିର କାହାଣୀ ଏବଂ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସିଦ୍ଧାନ୍ତ ମହାପାତ୍ର, ଅନୁ ଚୌଧୁରୀ, ବର୍ଷା ପ୍ରିୟଦର୍ଶିନୀ, ଶ୍ରୀତମ ଦାସ । ବିଜୟ ମହାନ୍ତି, ମିହିର ଦାସ, ଅନିତ ଦାସ, ଉତ୍ତମ ମହାନ୍ତି, ଅଶ୍ରୁମୋଚନ ମହାନ୍ତି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରରେ ପ୍ରଥମେ ସିଦ୍ଧାନ୍ତ ସହ ଅନୁଭବ ମହାନ୍ତିଙ୍କୁ ଚୟନ କରାଯାଇଥିଲା, ମାତ୍ର ଅନୁଭବଙ୍କ ହାତରେ ସମୟ ନଥିବାରୁ ପରେ ଶ୍ରୀତମଙ୍କୁ ନିଆଯାଇଥିଲା । (from Wikipedia, CC BY-SA)
More like this
Orey Thammudu (2001)
Uthaman (2001)
Ek Rishtaa: The Bond of Love (2001)
Simharasi (2001)
Akasa Veedhilo (2001)
Daddy (2001)
Seerivarum Kaalai (2001)
Hum Ho Gaye Aapke (2001)- More like this film, on a shelf you can walk up to.It's the lit case on the top shelf.