Maa Mangala (2003)

- Country
- India
- Elsewhere
- IMDb

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
A 2003 Odia film about a family and their connection to the goddess Mangala. The story follows the characters as they navigate personal challenges and devotion.
devotionaldramaticemotionaltraditionalfamily-orientedearnestregional
What happens
ମା ମଙ୍ଗଳା, ୨୦୦୩ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ବାସୁଦେବ ତ୍ରିପାଠୀ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏବଂ କାହାଣୀ ରଚନା କରିଥିଲେ । ଆଲୋକ ରାୟ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ସୂର୍ଯ୍ୟ ମିଶ୍ର ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ନୈନା ଦାସ, ଜ୍ୟୋତି ମିଶ୍ର, ଶ୍ରୀତମ ଦାସ, ମୀନକେତନ, ସରୋଜ ଦାସ, ପ୍ରଭାତ, ମେଘମ୍ବରୀ, ରବି ମିଶ୍ର, ସୂର୍ଯ୍ୟ ମିଶ୍ର, ବିଜୟ ମହାନ୍ତି, ବୀଣା ମହାରଣା, ପିଣ୍ଟୁ ନନ୍ଦ, ରାଇମୋହନ ପରିଡ଼ା, ବାବୁ ପ୍ରଧାନ, ବାସୁଦେବ ତ୍ରିପାଠୀ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ର ଜରିଆରେ ନୈନା ଦାସ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । (from Wikipedia, CC BY-SA)
More like this
Rahichi Rahibi Tori Paain (2003)
Sata Michha (2003)
Aeithi Swarga Aeithi Narka (2003)
Nari Akhire Nian (2003)
Annai Kaligambal (2003)
Mayer Anchal (2003)
Kandhei Akhire Luha (2004)
Amma (2003)- More like this film, on a shelf you can walk up to.It's the lit case on the top shelf.