Pheria Mo Suna Bhauni (2007)

- Country
- India
- Elsewhere
- IMDb

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
A new actress comes to the Odia film industry in 2007. The story follows her journey in a family drama with multiple characters.
sentimentalfamily-centeredmelodramaticemotionaldown-to-earthregionalslow-pacedheartfelt
What happens
ଫେରିଆ ମୋ ସୁନା ଭଉଣୀ, ୨୦୦୭ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ହରି ବିଶ୍ୱାଳ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏବଂ କାହାଣୀ ରଚନା କରିଥିଲେ । ରଣଜିତ ମହାନ୍ତି ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ଏବଂ ସଂଳାପ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଜିନା ସାମଲ । ଜିନା ଏହି କଥାଚିତ୍ର ଜରିଆରେ ପ୍ରଥମ ଥର ପାଇଁ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିଥିଲେ । ମିହିର ଦାସ, ଉଷାସି ମିଶ୍ର, ବବି ମିଶ୍ର, ଦେବୁ ବୋଷ, ଅଶ୍ରୁମୋଚନ ମହାନ୍ତି, ଜୟପ୍ରକାଶ ଦାସ, ଶେଖର ଦତ୍ତ, ପ୍ରଦୀପ ତ୍ରିପାଠୀ, ବ୍ରଜ ସିଂହ, ରୁନୁ ପରିଜା, ହରିହର ମହାପାତ୍ର, ଶ୍ୱେତା ଆଚାର୍ଯ୍ୟ, ମୀନକେତନ ଦାସ, ଉପାସନା, ହରି ପଟ୍ଟନାୟକ, ଅପରାଜିତା ମହାନ୍ତି, ଜୟୀରାମ ସାମଲ, ଗୀତାଞ୍ଜଳୀ କର, ରୁବି, ଲିପ୍ସା, ଅଳକା, ହରିପ୍ରସାଦ ବିଶ୍ୱାଳ, ନିର୍ମଳା ପଟ୍ଟନାୟକ, ଲାଲା ବିରେନ, ବସନ୍ତ ସାମଲ, ଦେବାନନ୍ଦ ପାଠୀ, ଅମୂଲ୍ୟ ପାଲ, କୈଳାଶ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । (from Wikipedia, CC BY-SA)
More like this
E Mana Manena (2007)
Mahanayak (2007)
Lal Tuku Tuku Sadhaba Bahu (2007)
Rasika Nagara (2007)
Nari Nuhen Tu Narayani (2007)
Thayiya Madilu (2007)
Manase Mounama (2007)
November Rain (2007)- More like this film, on a shelf you can walk up to.It's the lit case on the top shelf.