Underplayed Gems

Satyameba Jayate (2008)

Satyameba Jayate poster
Directed by
Basant Sahu
Country
India
Elsewhere
IMDb
The 3D catalogue: film cases on wooden shelves, with the cat sitting at the counter next to its greeting.

The catalogue in 3D

The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.

More films like this

How it feels

A man fights for justice and truth against corruption and wrongdoing in society. The film follows his personal journey as he takes on powerful opponents.

dramaticearnestseriousstory-drivenfamily-friendlymoralisticslow-pacedsentimental

What happens

ସତ୍ୟମେବ ଜୟତେ, ୨୦୦୮ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ବିରଞ୍ଚି ନାରାୟଣ ପଣ୍ଡା ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏବଂ କାହାଣୀ ରଚନା କରିଥିଲେ । ରଣଜିତ ପଟ୍ଟନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ବସନ୍ତ ସାହୁ କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଆକାଶ ଦାସ ନାୟକ ଓ ସୋନାଲି ଚକ୍ରବର୍ତ୍ତୀ । ବିଜୟ ମହାନ୍ତି, କୁନା ତ୍ରିପାଠୀ, ଜର୍ଜ ତିଆଡ଼ି, ସୁରେଶ ବଳ, ଅନିତା ଦାସ, ଜ୍ଞାନ ହୋତା, ହରିହର ମହାପାତ୍ର, ଭାଗ୍ୟଶ୍ରୀ ଭୂୟାଁ, ସୁନୀତା ଦାସ, ହାଡ଼ୁ, ହର ରଥ, ଅକ୍ଷୟ ବସ୍ତିଆ, ରୂପଶ୍ରୀ ରଥ, ସାନୁ ରଥ, ରବି ମିଶ୍ର, ସାଗରିକା ପଣ୍ଡା, ନୀଳମଣି, ପ୍ରସନ୍ନ ପାତ୍ର, ନିରଞ୍ଜନ ଦାସ, ସୁର ମହାରଣା, ଅମର ବାନାର୍ଜୀ, ଧୀର ବାସା, ବାବୁ ପ୍ରଧାନ, ବୁଲେଟ ମହାନ୍ତି, ଦେବୁ ବୋଷ, ସଲିଲ ମିତ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । (from Wikipedia, CC BY-SA)

More like this

This page is from Underplayed Gems. Not quite it? You can browse by genre, country and year, or take this one into the 3D catalogue and ask the Catbot for something closer.