Don (2010)

- Directed by
- Sudhanshu Mohan Sahu
- Country
- India
- Elsewhere
- IMDb

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
An Odia film about a man entangled in a criminal underworld. He faces dangerous situations as he tries to navigate a life of crime and its consequences.
dramaticintensefast-pacedaction-orientedseriouspredicament-driven
What happens
ଡନ୍, ୨୦୧୦ ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସଞ୍ଜୟ ନାୟକ ଏବଂ ବିନୟ ନାୟକ । ରଣଜିତ ପଟ୍ଟନାୟକ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ଏବଂ ସଂଳାପ ରଚନା କରିଥିଲେ । ସୁଧାଂଶୁ ମୋହନ ସାହୁ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସ୍ଲା ଏବଂ ସ୍ୱରୂପ ନାୟକ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅନୁଭବ ମହାନ୍ତି ଏବଂ ଲଭ୍ଲି । ବବି ମିଶ୍ର, ଦେବଯାନୀ, ସିଦ୍ଧାନ୍ତ ମହାପାତ୍ର, ଅରୋସ୍ମିତା, ଇଲୁ ବାନାର୍ଜୀ, ଦେବୁ ବୋଷ, ଅନିତା ଦାସ, ଗ୍ଲୋରିଆ ମହାନ୍ତି, ବିନାୟକ ମିଶ୍ର, ସାତ୍ୟକି ମିଶ୍ର, ବିଜୟ ମହାନ୍ତି, ଉତ୍ତମ ମହାନ୍ତି, ସୁଧାଂଶୁ ମୋହନ ସାହୁ ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିର ସେତେଟା ସଫଳ ହୋଇନଥିଲା ଏବଂ ବ୍ୟବସାୟିକ କ୍ଷତି ହୋଇଥିଲା । (from Wikipedia, CC BY-SA)
More like this
Kadaksham (2010)
Bayam Ariyaan (2010)
Tate Bhala Pauchi Boli (2010)
Vallakottai (2010)
Puli (2010)
Rehmat Ali (2010)
Kanagavel Kaaka (2010)
Aakhari Decision (2010)- More like this film, on a shelf you can walk up to.It's the lit case on the top shelf.