Mu Premi Mu Pagala (2011)

- Directed by
- Sudhanshu Mohan Sahu
- Country
- India
- Elsewhere
- IMDb

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
A 2011 Odia film about love and eccentric behavior. It follows a young couple navigating their relationship with humor and emotion.
lightheartedromanticcomedicenergeticupbeatdramaticmusical
What happens
ମୁଁ ପ୍ରେମୀ ମୁଁ ପାଗଳ, ୨୦୧୧ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଲୁଟୁ ମହାନ୍ତି, ପ୍ରତାପ ସାହୁ ଏବଂ ବୈଶଳୀ ପ୍ରତାପ ସାହୁ । ପ୍ରତିଭାରାଣୀ ମହାନ୍ତି ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ଡଃ ରଜନୀ ରଞ୍ଜନ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ସୁଧାଂଶୁ ମୋହନ ସାହୁ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତ ନିର୍ଦ୍ଦେଶକ ପ୍ରଶାନ୍ତ ପାଢ଼ୀ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ହରିହର ଦାସ ଏବଂ ଅନୁଭା ସୌର୍ଯ୍ୟା । ହରିହର ଏବଂ ଅନୁଭା ଉଭୟ ଏହି କଥାଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ । ବିଜୟ ମହାନ୍ତି, ପୁଷ୍ପା ପଣ୍ଡା, ମିହିର ଦାସ, ଉଷାସୀ ମିଶ୍ର, ମୀନକେତନ, ଲୋରେନ୍ସ ବେହେରା, ମୁନ୍ନା ଖାନ୍, ହରିହର ମହାପାତ୍ର, ସୁମନ, ଚକ୍ରଧର ଜେନା, ବିଜୁ ବଡ଼ଜେନା, ଲୋପାମୁଦ୍ରା, ନୀଳମଣି ସାହୁ, ଥିନ୍, ରଜନୀ ରଞ୍ଜନ, ପ୍ରିୟା, ପଦ୍ମିନୀ, ପ୍ରକାଶ କ୍ରିଷ୍ଣା, ଓମ୍ପ୍ରକାଶ, ଗଙ୍ଗା ବାବୁ, ବିନୟ ପ୍ରଧାନ, ପ୍ରଣବ ମହାନ୍ତି ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ । ଓମ୍ ପ୍ରଭାତ, ସାଇ ସିଦ୍ଧାର୍ଥ ମହାନ୍ତି, ଚନ୍ଦନ ମହାନ୍ତି ଆଦି ଶିଶୁକଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ । (from Wikipedia, CC BY-SA)
More like this
Dosti (2011)
Romeo (2011)
Kalgejje (2011)
Chori Chori Mana Chori (2011)
Tate Bhala Pauchi Boli (2010)
Jaani Dyakha Hawbe (2011)
Sanju Weds Geetha (2011)
Mudhal Idam (2011)- More like this film, on a shelf you can walk up to.It's the lit case on the top shelf.