Maa Khoje Mamata (2011)

- Country
- India

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
A mother searches for unconditional love and support from her children. The story focuses on family bonds and the emotional struggles of a parent.
dramaticemotionalfamily-orientedsentimentalslow-pacedheartfelttraditional
What happens
ମା' ଖୋଜେ ମମତା, ୨୦୧୧ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ବଜରଙ୍ଗ ବଂଶଲ । କ୍ଷମାନିଧି ମିଶ୍ର ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ରଣଜିତ ପଟ୍ଟନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ସଙ୍ଗୀତ ନିର୍ଦ୍ଦେଶକ ପ୍ରଫୁଲ୍ଲ ବେହେରା ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଲୋକେଶ ଦିୱାଙ୍ଗ୍ ଏବଂ ରାଲି ନନ୍ଦ । ବବି ମିଶ୍ର, ମିହିର ଦାସ, ଜୟୀରାମ ସାମଲ, ସୁଧାଂଶୁ ଦିବେଦୀ, ଶକ୍ତି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । (from Wikipedia, CC BY-SA)
More like this
Ven Shankhu Pol (2011)
Icche (2011)
Shahanpan Dega Deva (2011)
Achan (2011)
Mummy Punjabi (2011)
Muthukku Muthaaga (2011)
Cholo Paltai (2011)
Rama Rama Raghu Rama (2011)- More like this film, on a shelf you can walk up to.It's the lit case on the top shelf.