Love Master (2012)

- Directed by
- Himanshu Parija
- Genre
- Romance
- Country
- India
- Runtime
- 2h 34m
- Elsewhere
- IMDb

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
A man navigates romantic relationships and personal conflicts. The story involves love and emotional challenges faced by the main characters.
lightheartedromanticdramaticupbeatemotionalsimpletraditional
What happens
ଲଭ୍ ମାଷ୍ଟର ୨୦୧୨ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲା ଅଭିନେତ୍ରୀ ଅପରାଜିତା ମହାନ୍ତି । ଅଭିନେତା ଉତ୍ତମ ମହାନ୍ତି ଏହି କଥାଚିତ୍ରଟିର କାହଣୀ ରଚନା କରିଥିଲେ ଓ ବାପୁ ଗୋସ୍ୱାମୀ ଏହାର ସଂଳାପ ରଚନା କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ହିମାଂଶୁ ପରିଜା । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ବାବୁଶାନ୍, ରିୟା ଦେ ଓ ପୁନମ ମିଶ୍ର । ମିହିର ଦାସ, ଉତ୍ତମ ମହାନ୍ତି, ଅପରାଜିତା ମହାନ୍ତି, ସମରେଶ ରାଉତରାୟ, ପିଣ୍ଟୁ ନନ୍ଦ, ମୀନକେତନ, ଜୀବନ ପଣ୍ଡା, ସରୋଜ ଦାସ। ସଲିଲ୍ ମିତ୍ର, ସ୍ମିତା ମହାନ୍ତି, କନକ ପଣ୍ଡା, ବିଦୁସ୍ମିତା, ରବି ମିଶ୍ର, ଦେବାଶିଷ ପାତ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୨୦୧୨ ମସିହା ଅକ୍ଟୋବର ମାସରେ ମୁକ୍ତିଲାଭ କରିଥିଲା । (from Wikipedia, CC BY-SA)
More like this
Bus Stop (2012)
Ko Ko (2012)
Kebe Tame Naha Kebe Mu Nahi (2012)
Namukku Parkkan (2012)
Konjam Koffee Konjam Kaadhal (2012)
Ee Thirakkinidayil (2012)
Josettante Hero (2012)
Gud Boy (2012)- More like this film, on a shelf you can walk up to.It's the lit case on the top shelf.