Bachelor (2013)

- Country
- India
- Elsewhere
- IMDb

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
A bachelor navigates love and family expectations in Odisha. The film follows his romantic journey and the challenges he faces.
dramaticromanticemotionalfamily-orientedsentimentalslow-pacedconventional
What happens
ବ୍ୟାଚେଲର, ୨୦୧୩ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ମିତାଲି ମଧୁମିତା । ଅନଙ୍ଗ ମଞ୍ଜରୀ ପଟ୍ଟନାୟକ ଏହି କଥାଚିତ୍ରଟିର କାହାଣୀ ଲେଖିଥିଲେ । ନିର୍ମଳ ନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ମୃତ୍ୟୁଞ୍ଜୟ ସାହୁ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅଖିଳ ପଟ୍ଟନାୟକ ଏବଂ ଉତ୍କଣ୍ଠା ପାଢ଼ୀ । ବିଜୟ ମହାନ୍ତି, ପିଣ୍ଟୁ ନନ୍ଦ, ତନ୍ଦ୍ରା ରାୟ, ମୀନକେତନ, ହରିହର ମହାପାତ୍ର, ଜୀବନ ପଣ୍ଡା, ବିଭୂତି ତ୍ରିପାଠୀ, ମିଲି, ଦେବୀ, ଏକଲବ୍ୟ, ଟୁଲୁ ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ । (from Wikipedia, CC BY-SA)
More like this
Chowka Chhaka (2013)
Badhu Nuhen Mu Bandhu (2013)
Salaam Cinema (2013)
Nai Separi Kanaka Gori (2013)
Prema Sabuthu Balaban (2013)
Apple Penne (2013)
Rasta (2014)
Sapanara Nayika (2013)- More like this film, on a shelf you can walk up to.It's the lit case on the top shelf.