Mu Raja Tu Rani (2013)

- Original title
- ମୁଁ ରାଜା ତୁ ରାଣୀ
- Directed by
- Sudhanshu Mohan Sahu
- Country
- India
- Elsewhere
- IMDb

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
A man and a woman meet and their lives become connected. Their relationship develops through romantic and emotional moments. The film features music and a cast of characters who support their journey.
romanticlightheartedemotionalsweetsimplemusicaldramatic
What happens
ମୁଁ ରାଜା ତୁ ରାଣୀ, ୨୦୧୩ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅତୀସ କୁମାର ରାଉତ । ଅମୀୟବାଳା ରାଉତ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ପ୍ରଦୀପ୍ତ ନନ୍ଦ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ପ୍ରଦୀପ୍ତ ନନ୍ଦ ଏବଂ ସୁଧାଂଶୁ ମୋହନ ସାହୁ ଉଭୟ କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ । ସୁଧାଂଶୁ ମୋହନ ସାହୁ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତ ନିର୍ଦ୍ଦେଶକ ମଳୟ ମିଶ୍ର କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅରିନ୍ଦମ ରାୟ ଏବଂ ନବାଗତା ସମ୍ଭାବନା ମହାନ୍ତି । ଅଭିନେତ୍ରୀ ସ୍ନିଗ୍ଧା ମହାନ୍ତିଙ୍କର ଝିଅ ହେଉଛନ୍ତି ସମ୍ଭାବନା । ସେ ଏହି ଚଳଚ୍ଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ସିଦ୍ଧାନ୍ତ ମହାପାତ୍ର, ହରିହର ମହାପାତ୍ର, ଅକ୍ଷୟ ବସ୍ତିଆ, ମନୋଜ ମିଶ୍ର, ଅନୀତା ଦାସ, ଦେବ୍, ମୁନ୍ନା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । (from Wikipedia, CC BY-SA)
More like this
Kehi Jane Bhala Lagere (2013)
My Love Story (2013)
Premsutra (2013)
Priyathama Neevachata Kushalama (2013)
Premachi Goshta (2013)
Appayya (2013)
Uyirukku Uyiraga (2013)
Nuvvala Nenila (2013)- More like this film, on a shelf you can walk up to.It's the lit case on the top shelf.