Tame Thile Sathire (2014)

- Directed by
- Sanjay Nayak
- Country
- India
- Elsewhere
- IMDb
How it feels
A young couple faces challenges that test their love and commitment. The film follows their journey through personal and family conflicts.
romanticlightheartedmusicalsentimentalupbeatdramaticemotional
What happens
ତମେ ଥିଲେ ସାଥିରେ, ୨୦୧୪ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଜୁଗାଂଶୁ ଶେଖର ପଣ୍ଡା । ସଞ୍ଜୟ ନାୟକ ନାୟକ କଥାଚତ୍ରଟିର କାହାଣୀ ଲେଖିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତ ନିର୍ଦ୍ଦେଶନ ପ୍ରେମ ଆନନ୍ଦ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଦୀପକ ବାରିକ ଏବଂ ରାଗିଣୀ । କୁନା ତ୍ରିପାଠୀ, ବିଜୟ ମହାନ୍ତି, ପିଣ୍ଟୁ ନନ୍ଦ, ଅସୀତ ପତି, ବୀଣା ମହାରଣା, ଚକ୍ରଧର ଜେନା, ବିଜୁ ବଡ଼ଜେନା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । (from Wikipedia, CC BY-SA)
More like this
- Preethi Geethi Ityaadi (2014)
- Kotha Janta (2014)
- My Father Godfather (2014)
- Love Factor (2014)
- Thirumanam Ennum Nikkah (2014)
- Galipatam (2014)
- Dil Vil Pyaar Vyaar (2014)
- 2 States (2014)
Browse movies and series
press Enter to search by title, your filters still apply · for something by mood, tap Discover
Lists: Korean thrillers worth the evening · Anime films beyond Studio Ghibli · Slow films for a rainy night · Horror that unsettles instead of startling · Series you can finish in a weekend · Nordic crime worth the subtitles · Good films that end in under 90 minutes · Documentaries that play like thrillers
Loading movies…