Kidnap (2014)

- Country
- India
- Elsewhere
- IMDb

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
A parent desperately searches for their missing child after a kidnapping. The film follows the efforts to find and rescue the child.
intensesuspensefulurgentfamily-orientedemotionally chargedhigh-stakesdetermined
What happens
କିଡ୍ନାପ୍, ୨୦୧୪ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଲୋକନାଥ ଦାଶ ଏବଂ ନବୀନ ଚନ୍ଦ୍ର ପରିଚ୍ଛା । ଲୋକନାଥ ଦାଶ ଏହି କଥାଚିତ୍ରଟିର କାହାଣୀ ଲେଖିଥିଲେ । ଡଃ ରଜନୀ ରଞ୍ଜନ ଏହି କଥାଚିତ୍ରଟିର ସଂଳାପ ଏବଂ ଚିତ୍ରନାଟ୍ୟ ରଚନା କରିଥିଲେ । ସୀମାଞ୍ଚଳ ନାୟକ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ପ୍ରଶାନ୍ତ ପାଢ଼ୀ ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ମୀନକେତନ, ସରୋଜ ଦାସ, ରୁନୁ ମହାପାତ୍ର, କେଦାର ମିଶ୍ର, ପୁଷ୍ପା ପଣ୍ଡା, ଲିଙ୍କନ ପଟ୍ଟନାୟକ ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିର ପ୍ରଚ୍ଛଦପଟ ଗାୟକ ସୌରଭ ନାୟକଙ୍କୁ ଏହି କଥାଚିତ୍ର ପାଇଁ ୨୬ତମ ରାଜ୍ୟ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାରରେ ପୁରସ୍କୃତ କରାଯାଇଥିଲା । (from Wikipedia, CC BY-SA)
More like this
Thunikaram
Masoom (2014)
Highway (2014)
Punjab 1984 (2014)
Gharshane (2014)
Khuda Haafiz Chapter II (2022)
Aadyaa (2020)
Chaarfutiya Chhokare (2014)- More like this film, on a shelf you can walk up to.It's the lit case on the top shelf.