Khaas Tumari Paain (2014)

- Country
- India
- Elsewhere
- IMDb

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
A young man falls in love with a woman. He tries to win her heart with the help of his friends and some comic situations.
romanticlightheartedemotionalmelodramaticupbeatmusical
What happens
ଖାସ୍ ତୁମରି ପାଇଁ, ୨୦୧୪ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରର ପ୍ରଯୋଜନା କରିଥିଲେ ସୁଶାନ୍ତ ରଥ । ଚିନ୍ମୟ ଦାସ ପଟ୍ଟନାୟ ଏହି କଥାଚିତ୍ରଟିର କାହାଣୀ ଏବଂ ସଂଳାପ ରଚନା କରିଥିଲେ । ସୁଶାନ୍ତ ରଥ ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ବିଦ୍ୟୁତ ରଏ ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ମନୋଜ ମହନ୍ତ, ନିର୍ମଳ ନାୟକ, ପଞ୍ଚାନନ ନାୟକ ଆଦି ଗୀତିକାର କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । ପମି, ତପୁ ମିଶ୍ର, ଗୌତମ ଗିରି ଆଦି କଣ୍ଠଶିଳ୍ପୀ କଥାଚିତ୍ରଟିର ଗୀତଗୁଡ଼ିକ ଗାଇଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଦୁଷ୍ମନ୍ତ ପଣ୍ଡା, ଦେବଯାନୀ ଏବଂ ପିଙ୍କି ପ୍ରିୟଦର୍ଶିନୀ । ଜର୍ଜ ତିଆଡ଼ି, ଦେବୁ ବୋଷ, ଦେବୁ ବ୍ରହ୍ମା, ଦେବୀ ବାରିକ, ମାମାଲି ଆଦି କଳାକାରମାନେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । (from Wikipedia, CC BY-SA)
More like this
Theriyama Unna Kadhalichitten (2014)
Thirumanam Ennum Nikkah (2014)
Anjada Gandu (2014)
Ninaithathu Yaaro (2014)
Galipatam (2014)
Proper Patola (2014)
Pyar Mein Padipoyane (2014)
Lekar Hum Deewana Dil (2014)- More like this film, on a shelf you can walk up to.It's the lit case on the top shelf.