Hello: In Love (2015)

- Directed by
- Sushant Mani
- Country
- India
- Elsewhere
- IMDb

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
A young couple navigates the ups and downs of falling in love. The film follows their journey through romance and relationships in a lighthearted way.
lightheartedromanticupbeatsimplejoyfulfeel-goodcheerful
What happens
ହେଲୋ- ଇନ୍ ଲଭ୍, ୨୦୧୫ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରର ପ୍ରଯୋଜନା କରିଥିଲେ ନିରଞ୍ଜନ ନାୟକ ଏବଂ ପୂର୍ଣ୍ଣଚନ୍ଦ୍ର ନାୟକ । ନାୟକ ଫିଲ୍ମ ଏଣ୍ଟରଟେନମେଣ୍ଟ ବ୍ୟାନରରେ ନିର୍ମିତ ହୋଇଥିଲା ଏହି କଥାଚିତ୍ରଟି । ନିର୍ଦ୍ଦେଶକ ସୁଶାନ୍ତ ମଣି ଏହି କଥାଚିତ୍ରରର ନିର୍ଦ୍ଦେଶନା ଦେଇଥିଲେ । ସୁଶାନ୍ତ କଥାଚିତ୍ରଟିର କାହାଣୀ, ସଂଳାପ ମଧ୍ୟ ଲେଖିଥିଲେ । ଗୀତିକାର ଦେବିଦତ୍ତ ମହାନ୍ତି ଏହି କଥାଚିତ୍ରର ଗୀତଗୁଡ଼ିକ ରଚନା କରିଥିଲେ ଏବଂ ବିଶ୍ୱସ୍ୱରୂପ ମହାପାତ୍ର କଥାଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ଏହି ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ନବାଗତ ସୁଧାଂଶୁ ନାରାୟଣ ଦାଶ ଏବଂ ନବାଗତା ସୁଶ୍ରୀ ରଥ । ସମରେଶ ରାଉତରାୟ, ଅପରାଜିତା ମହାନ୍ତି, ପ୍ରିୟଙ୍କା ମହାପାତ୍ର, ହର ରଥ, ପୃଥୀରାଜ ଆଦି କଳାକାରମାନେ ଚଳଚ୍ଚିତ୍ରର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । (from Wikipedia, CC BY-SA)
More like this
Dildariyaan (2015)
Mumbai-Pune-Mumbai 2 (2015)
Mast Mohabbat (2015)
Just Maduveli (2015)
Puriyadha Anandam Puthithaga Arambam (2015)
Ishq vich - you never know (2015)
Jatha Kalise (2015)
Rasputin (2015)- More like this film, on a shelf you can walk up to.It's the lit case on the top shelf.