Samaya Bada Balaban (2016)

- Directed by
- S.K. Muralidharan
- Country
- India
- Elsewhere
- IMDb

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
The film tells a story about relationships and the power of time. It follows characters navigating personal conflicts and emotional challenges.
dramaticemotionalfamily-centerednarrative-drivenearnesttraditionalmusicalromantic
What happens
ସମୟ ବଡ଼ ବଳବାନ, ୨୦୧୬ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ଶୀର୍ଷକ ୧୯୮୫ର ଏକ ପୁରୁଣା କଥାଚିତ୍ର ସମୟ ବଡ଼ ବଳବାନ ନାମ ସହ ସମାନ ରଖାଯାଇଥିଲା । ଏହି ଚଳଚ୍ଚିତ୍ରର ପ୍ରଯୋଜନ କରିଥିଲେ ପୁପିନ୍ଦର ସିଂହ । ସୁରେନ୍ ମହାପତ୍ର ଏବଂ ଆତ୍ମପ୍ରକାଶ ପଣ୍ଡା ଏହି ଚଳଚ୍ଚିତ୍ରର ସହ ପ୍ରଯୋଜକ ଥିଲେ । କାଲୋସ୍ଥନିକ ଏଣ୍ଟରଟେନ୍ମେଣ୍ଟ ବ୍ୟାନନରେ ଏହି ଚଳଚ୍ଚିତ୍ରଟି ନିର୍ମିତ ହୋଇଥିଲା । ଏହି ବ୍ୟାନନର ଏହା ଥିଲା ୫ମ ଚଳଚ୍ଚିତ୍ର । ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଏସ୍. କେ. ମୁରଲୀଧରନ । କାହାଣୀ, ସଂଳାପ ଲେଖିଥିଲେ ଡଃ ରଜନୀ ରଞ୍ଜନ । ଏହି ଚଳଚ୍ଚିତ୍ରର ଗୀତଗୁଡ଼ିକ ରଚନା କରିଥିଲେ ଡଃ ନିର୍ମଳ ନାୟକ ଏବଂ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ଗୀତଗୁଡ଼ିକର ସ୍ୱର ସଂଯୋଜନା କରିଥିଲେ । ଏହି ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ନାୟକ ପୁପିନ୍ଦର ଏବଂ ଅଭିନେତ୍ରୀ ଅନୁଭା ଓ ଲିପ୍ସା । ଅଶ୍ରୁମୋଚନ ମହାନ୍ତି, ପୁଷ୍ପା ପଣ୍ଡା, ପ୍ରତିଭା ପଣ୍ଡା, ସୁରେଶ ବଳ, ଜୀବନ ପଣ୍ଡା ଆଦି ବରିଷ୍ଠ କଳାକାରମାନେ ଏହି ଚଳଚ୍ଚିତ୍ରର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟୀ ୪ ମାର୍ଚ୍ଚ ୨୦୧୬ରେ ମୁକ୍ତିଲାଭ କରିଥିଲା । (from Wikipedia, CC BY-SA)
More like this
Tu Je Sei (2016)
Love Station (2016)
Tu Kahibu Na Mu (2016)
Yevado Okadu (2016)
Lakeeran (2016)
Ishq Forever (2016)
Love Pain Kuch Bhi Karega (2016)
Madamakki (2016)- More like this film, on a shelf you can walk up to.It's the lit case on the top shelf.