Hela Mate Prema Jara (2016)

- Country
- India
- Elsewhere
- IMDb

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
A romantic comedy from Odisha based on a Telugu film. A young man falls in love and gets into funny situations.
romanticlight-heartedcomedicupbeatplayfullivelyfeel-good
What happens
ହେଲା ମତେ ପ୍ରେମ ଜର, ୨୦୧୬ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରର ପ୍ରଯୋଜନା କରିଥିଲେ ସ୍ମୃତି ରଞ୍ଜନ ରାଉତ ଓ ସୁରେଶ କୁମାର ହାଇବୃ । ଏହି ଚଳଚ୍ଚିତ୍ରଟି ଏକ ତେଲୁଗୁ ଚଳଚ୍ଚିତ୍ର 'ବଲ୍ଲେ ବଲ୍ଲେ ମଗାଡ଼ି ବଏ'ର କାହାଣୀ ଉପରେ ଆଧାରିତ । ଏହି ଚଳଚ୍ଚିତ୍ରଟିର ସଂଳାପ ରଚନା କରିଥିଲେ ଡଃ ରଜନୀ ରଞ୍ଜନ ଏବଂ ନିର୍ଦ୍ଦେଶନା ଦେଇଥିଲେ ଅମରେଶ ପତି । ଏହି ଚଳଚ୍ଚିତ୍ରର ଗୀତଗୁଡ଼ିକର ରଚନା କରିଥିଲେ ଅରୁଣ ମନ୍ତ୍ରୀ ଏବଂ ବସନ୍ତରାଜ ସାମଲ । ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରେମ ଆନନ୍ଦ । ଚଳଚ୍ଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସବ୍ୟସାଚୀ ମିଶ୍ର ଏବଂ ଅର୍ଚ୍ଚିତା ସାହୁ । ମିହିର ଦାସ, ମୀନକେତନ, ଜୀବନ ପଣ୍ଡା, ସ୍ନିଗ୍ଧା ମହାନ୍ତି, ପ୍ରଜ୍ଞା, ଗୁଡ୍ଡୁ, ସୁମନ ଆଦି କଳାକାରମାନେ ଏହି ଚଳଚ୍ଚିତ୍ରର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । (from Wikipedia, CC BY-SA)
More like this
Jabardast Premika (2016)
Nenu Sailaja (2016)
Uyire Uyire (2016)
Romance Complicated (2016)
Unnodu Ka (2016)
Romeo & Radhika (2016)
Kalyana Vaibhogame (2016)
Love Express (2016)- More like this film, on a shelf you can walk up to.It's the lit case on the top shelf.