Just Mohabbat (2017)

- Country
- India

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
A young man works as an assistant director. He falls in love and tries to win over the woman he loves. The story unfolds around the time of a festival.
romanticlightheartedupbeatfeel-goodcheerfulfestivewhimsical
What happens
ଜଷ୍ଟ ମୋହବତ୍, ୨୦୧୭ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରର ପ୍ରଯୋଜନା କରିଥିଲେ କଲ୍ୟାଣ ସୁନ୍ଦର ଛୋଟରାୟ ଏବଂ ସମରେଶ ରାଉତରାୟ । ବାପୁ ଗୋସ୍ୱାମୀ ଚଳଚ୍ଚିତ୍ରର ସଂଳାପ ରଚନା କରିଥିଲେ । ନିର୍ଦ୍ଦେଶକ ଏସ୍. କେ. ମୁରଲୀଧରନ ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ଅଭିଜିତ ମଜୁମଦାର ଏହି ଚଳଚ୍ଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ୨୫ ଅଗଷ୍ଟ ୨୦୧୭ରେ ଗଣେଶ ପୂଜା ଦିନ ଏହି କଥାଚିତ୍ରଟି ମୁକ୍ତିଲାଭ କରିଥିଲା । ଚଳଚ୍ଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ନାୟକ ଆକାଶ ଦାସନାୟକ ଏବଂ ନାୟିକା ଅର୍ଚ୍ଚିତା ସାହୁ । ଆକାଶ ଜଣେ ସହ-ନିର୍ଦ୍ଦେଶକ ଭୂମିକାରେ ଅଭିନୟ କରିଥିଲେ । ସମରେଶ ରାଉତରାୟ, ପପୁ ପମ ପମ, ଧୀର ମଲିକ୍, ଅଙ୍କିତା ଆଦି କଳାକାରମାନେ ଚଳଚ୍ଚିତ୍ରରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ବଙ୍ଗୀୟ ନାୟିକା ଅଙ୍କିତା ଏହି ଚଳଚ୍ଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । (from Wikipedia, CC BY-SA)
More like this
Rarandoi Veduka Chudham (2017)
Vekh Baraatan Challiyan (2017)
Karrle Tu Bhi Mohabbat (2017)
Kadhal Kan Kattuthe (2017)
Nikka Zaildar 2 (2017)
Satya Harishchandra (2017)
Romeo Juliet (2017)
My Friends Dulhania (2017)- More like this film, on a shelf you can walk up to.It's the lit case on the top shelf.