Tike Anadi Pura Khiladi (2017)

- Country
- India

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
A young man gets into humorous situations as he juggles relationships with three different women. The film follows his adventures and the chaos that ensues.
lightheartedplayfulupbeatenergeticcomedicfun-lovingbouncyentertaining
What happens
ଟିକେ ଅନାଡ଼ି ପୂରା ଖିଲାଡ଼ି, ୨୦୧୭ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ରବିନ୍ ନନ୍ଦ । ଅଜୟ ସାମଲ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଲୋକନାଥ ବାରିକ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତ ନିର୍ଦ୍ଦେଶକ ଅଗ୍ନିରାଜ କିଶୋର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ କରନ୍ । ଏହି ଚଳଚ୍ଚିତ୍ରଟିରେ ୩ ଜଣ ନାୟିକା ଅଭିନୟ କରିଥିଲେ । ଏହି ତିନିଜଣ ନାୟିକା ହେଲେ ବବ୍ଲି, ସଞ୍ଜନା ଏବଂ ଇପ୍ସିତା । ମିହିର ଦାସ, ରବିନ୍ ନନ୍ଦ, ବିଜୟ ମହାନ୍ତି, ତନ୍ଦ୍ରା ରାୟ, ଅସୀତ ପତି, ଜୟୀରାମ ସାମଲ ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ । (from Wikipedia, CC BY-SA)
More like this
Nikka Zaildar 2 (2017)
Vekh Baraatan Challiyan (2017)
Babu Baga Busy (2017)
Bailaras (2017)
MentalMadhilo (2017)
Satya Harishchandra (2017)
Ungarala Rambabu (2017)
2 Countries (2017)- More like this film, on a shelf you can walk up to.It's the lit case on the top shelf.