Underplayed Gems
The whole movie catalogue

Films and series, searchable by what they are

← Back to the shop

Rahasya (2018)

Rahasya poster
Directed by
Somya Ranjan Sahu
Genre
horror film
Country
India
Elsewhere
IMDb

How it feels

This Odia horror film follows characters as they encounter strange and unexplained events. A mystery unfolds that puts them in danger.

mysteriouseerieslow-burnsuspensefulatmosphericcreepyominous

What happens

ରହସ୍ୟ, ୨୦୧୮ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ନାରାୟଣ ଚନ୍ଦ୍ର ସାହୁ ଓ ସନ୍ତୋଷ କୁମାର ସାଇ । ସୌମ୍ୟ ରଞ୍ଜନ ସାହୁ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ । ବି. ଚନ୍ଦନ କୁମାର ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ବିଘ୍ନେଶ୍ୱର ପଣ୍ଡା ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ଏହି କଥାଚିତ୍ରଟିର ଓଡ଼ିଶା ସମେତ ବାଙ୍ଗାଲୋରେ ଓ ସୁରାଟରେ ମଧ୍ୟ ମୁକ୍ତିଲାଭ କରିଥିଲା । ତୁଷାର ସିହ୍ନା, ବିଘ୍ନେଶ୍ୱର ପଣ୍ଡା, କାବ୍ୟା କିରଣ, ଅବକାଶ ମିଶ୍ର, ଅଙ୍କିତା ମହାନ୍ତି, ଅଭିଶେକ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଅଭିନେତା ତୁଷାର ସିହ୍ନା ଏହି କଥାଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । (from Wikipedia, CC BY-SA)

More like this

This page is from Underplayed Gems. Not quite it? Tell the Catbot what you feel like watching and it picks from the whole catalogue, or browse by genre, country and year.

Lists: Korean thrillers worth the evening · Anime films beyond Studio Ghibli · Slow films for a rainy night · Horror that unsettles instead of startling · Series you can finish in a weekend · Nordic crime worth the subtitles · Good films that end in under 90 minutes · Documentaries that play like thrillers

Loading movies…

What should I watch?