Tu Mo Sweet 16 (2018)

- Country
- India

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
A young man and woman navigate their relationship and the challenges around growing up. It is a romantic story set in a contemporary Indian context.
lightheartedromanticyouthfulupbeatstraightforwardearnestsimple
What happens
ତୁ ମୋର ସୁଇଟ୍ ୧୬ ୨୦୧୮ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ସମ୍ବିତ କୁମାର ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ, କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତ ନିର୍ଦ୍ଦେଶକ ଗଣେଶ ପ୍ରସାଦ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସମ୍ବିତ କୁମାର ଓ ସୋନାଲି । ରବି ମିଶ୍ର, ଗୁଡ୍ଡୁ, ଟନିଆ, ଶାଶ୍ୱତ, ପ୍ରିୟଙ୍କା, ଗୁଡ଼ିଆ, ଅମର, ପିଣ୍ଟୁ, ସଞ୍ଜୟ, ମାନସ, ରୋମିଓ, କାଳିଆ, ଦୁଷ୍ମନ୍ତ ପଣ୍ଡା, ରାଜଶ୍ରୀ ଆଚାର୍ଯ୍ୟ, କାଜଲ ମିଶ୍ର ଆଦି କଳାକରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । (from Wikipedia, CC BY-SA)
More like this
Krishna Tulasi (2018)
Love Express (2018)
Ee Maaya Peremito (2018)
3 Gante 30 Dina 30 Second (2018)
Excuse Me (2018)
Kalyanam (2018)
Brand Babu (2018)
Love Express (2018)- More like this film, on a shelf you can walk up to.It's the lit case on the top shelf.