Love Twist (2019)

- Country
- India

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
A young couple navigates love and challenges in their lives. The story follows their relationship through ups and downs.
romanticlightheartedmusicalupbeatdramaticemotionalentertaining
What happens
ଲଭ୍ ଟୁଇଷ୍ଟ, ୨୦୧୯ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅନନ୍ତ କୁମାର ସାମଲ । ସଚିଦାନନ୍ଦ ସାମଲ ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତ ନିର୍ଦ୍ଦେଶକ ସୁଶିଲ ଦଳାଇ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଦେବ୍ ଓ ମନସ୍ମିତା । ମିହିର ଦାସ, ପ୍ରଜ୍ଞା ଖଟୁଆ, ପୁଷ୍ପା ପଣ୍ଡା, କାଳିଚରଣ ଆଚାର୍ଯ୍ୟ, ପିଣ୍ଟୁ ନନ୍ଦ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । (from Wikipedia, CC BY-SA)
More like this
2 Hours Love (2019)
Golmaal Lovefilmodia (2019)
Love You Zindagi (2019)
Miss U Mister (2019)
Dekha Hela Prema Hela (2019)
Ajab Sanjura Gajab Love (2019)
Mundina Nildana (2019)
Googly (2019)- More like this film, on a shelf you can walk up to.It's the lit case on the top shelf.