Mun Paradeshi Chadhei (2020)

- Country
- India

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
An Oriya family drama about a man who leaves his home to find work and faces challenges in a new place. His journey tests his relationships and his sense of belonging.
dramaticemotionalsteady-pacedfamily-orientedwarmsentimentalculturalbittersweet
What happens
ମୁଁ ପରଦେଶୀ ଚଢ଼େଇ, ୨୦୨୦ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଆଦିକନ୍ଦ ସାହୁ । ସନ୍ତୋଷ ନାରାୟଣ ଦାସ ଓ ଦେବୀଦତ୍ତ ମହାନ୍ତି ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ନିର୍ଦ୍ଦେଶକ କେ. ମୂରଲୀ କ୍ରିଷ୍ଣା ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅର୍ଦ୍ଧେନ୍ଦୁ ସାହୁ ଏବଂ ଅନୁଭା ସୌର୍ଯ୍ୟା । ମିହିର ଦାସ, ପୁଷ୍ପା ପଣ୍ଡା, ପୃଥ୍ୱୀରାଜ ନାୟକ, ପିଣ୍ଟୁ ନନ୍ଦ ଭଳି ଅଭିନେତାମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୨୦୨୦ ମସିହାର ଜାନୁଆରୀ ୧୦ ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା । (from Wikipedia, CC BY-SA)
More like this
Vaanam Kottattum (2020)
Miss U Miss (2020)
Queen (2020)
It's My Life (2020)
Love Story (2020)
Beautiful (2020)
Romeo (2020)
Buchinaidu Kandriga (2020)- More like this film, on a shelf you can walk up to.It's the lit case on the top shelf.