Prema Na Pagalapana (2020)

- Country
- India

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
A young couple navigates the joys and misunderstandings of their relationship. Their love story unfolds with playful conflicts and humorous situations.
romanticlightheartedplayfulwhimsicalenergeticcomedicupbeat
What happens
ପ୍ରେମ ନା' ପାଗଳପଣ, ୨୦୨୦ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅଜୟ ରାଉତ । ନିର୍ଦ୍ଦେଶକ ଅଶ୍ୱିନୀ ଗଡ଼ନାୟକ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ଗୁଡ୍ଲି ରଥ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଆକାଶ ଦାସନାୟକ ଓ ଲିପ୍ସା ମିଶ୍ର । ରାଇମୋହନ, କୁନା ତ୍ରିପାଠୀ, ଚନ୍ଦନ, ଗୁଡ୍ଡୁ, ଗୀତା ଦାସ, କୁନି ପଣ୍ଡା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୨୦୨୦ ମସିହାର ଅକ୍ଟୋବର ୧୮ ତାରିଖରେ ଜୀ ସାର୍ଥକରେ ମୁକ୍ତିଲାଭ କରିଥିଲା । (from Wikipedia, CC BY-SA)
More like this
Chal Tike Prema Kariba (2020)
Taana (2020)
Gully Gang (2020)
Golmaal (2020)
Oh My Kadavule (2020)
Biye.Com (2020)
2 States (2020)
Orey Bujjiga (2020)- More like this film, on a shelf you can walk up to.It's the lit case on the top shelf.