Arundhati (2021)

- Country
- India
- Elsewhere
- IMDb

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
A woman confronts a powerful and vengeful spirit from her family's past. The story follows her struggle against dark forces that threaten her life and those she loves.
dramaticemotionalintensesuspensefulaction-packedmelodramaticgothic
What happens
ଅରୁନ୍ଧତୀ, ୨୦୨୧ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ରମେଶ ବାରିକ ଓ ଅମିତାଭ ମଲ୍ଲିକ । ଖଗେଶ୍ୱର ସେଜପଡ଼ା ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ ରଜନୀ ରଞ୍ଜନ । ରମେଶ ରାଉତ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ଅଭିଜିତ ମଜୁମଦାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ରାଜବୀର ଦେଓ ଓ ଏଲିନା ସାମନ୍ତରାୟ । ସଞ୍ଜୟ ଭୋଳ, ବବି ମିଶ୍ର, ପ୍ରଦ୍ୟୁମ୍ନ ଲେଙ୍କା, ଜୟା ସ୍ୱାମୀ, ପ୍ରତିଭା ପଣ୍ଡା, ଜୀବନ ପଣ୍ଡା, ନରି ପଣ୍ଡା, ରଶ୍ମି ରଞ୍ଜନ ସାହୁଙ୍କ ଭଳି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ରାଜବୀର ଏହି କଥାଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ୨୦୨୧ ମସିହାର ଅକ୍ଟୋବର ୧୩ ତାରିଖରେ ଏହି କଥାଚିତ୍ରଟିର ମୁକ୍ତିଲାଭ କରିଥିଲା ଏବଂ ପରବର୍ତ୍ତୀ ସମୟରେ ଡିଜ୍ନି ପ୍ଲସ୍ ହଟ୍ଷ୍ଟାର୍ରେ ଉପଲବ୍ଧ ହୋଇଥିଲା । (from Wikipedia, CC BY-SA)
More like this
Heads and Tales (2021)
Salaga (2021)
Arjun Gowda (2021)
Ramarjuna (2021)
Calls (2021)
Ishq (2021)
Chidambaram Railway Gate (2021)
Magic (2021)- More like this film, on a shelf you can walk up to.It's the lit case on the top shelf.