Paapa (2021)

- Original title
- ପାପୀକୁ ନିପାତ କରିବା ପାପ ନୂହେଁ ପୁଣ୍ୟ
- Directed by
- Ashok Pati
- Genre
- drama
- Country
- India
- Runtime
- 2h 02m
- Elsewhere
- IMDb

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
A man faces the consequences of a past sin. The film follows his struggle with guilt and redemption.
dramaticemotionalintenseseriousslow-pacedsomberpersonalstraightforward
What happens
ପାପ, ୨୦୨୧ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ କବୀର ଦାସ । ସଞ୍ଜୟ ମହାକୁଳ ଓ ବି. ଚନ୍ଦନ କୁମାର ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ନିର୍ଦ୍ଦେଶକ ଅଶୋକ ପତି ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଏଲିନା ସାମନ୍ତରାୟ । ଅଙ୍କିତ କୁମାର ଦଳବେହେରା, ପିଙ୍କି ପ୍ରଧାନ, ଅଶ୍ରୁମୋଚନ ମହାନ୍ତି, ଅଭିଶେକ, ରାଜା ଡି., ପିୟାଲି, କୁନାଲ, ଚୌଧୁରୀ ଜୟପ୍ରକାଶ ଦାସ, ନୂପୁର, ବିଜୁ ବଡ଼ଜେନା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିର ୨୦୨୧ ମସିହାର ଜାନୁଆରୀ ୧୦ ତାରିଖରେ ତରଙ୍ଗ ଟିଭି ଓ ତରଙ୍ଗ ପ୍ଲସ୍ରେ ମୁକ୍ତିଲାଭ କରିଥିଲା । (from Wikipedia, CC BY-SA)
More like this
The Rapist (2021)
Ramarjuna (2021)
Befaam (2021)
V (2021)
Peter (2021)
Qismat 2 (2021)
Velan (2021)
Karutha Sooryan (2017)- More like this film, on a shelf you can walk up to.It's the lit case on the top shelf.