Pihu (2021)

- Country
- India
- Elsewhere
- IMDb

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
A father and his daughter share a special bond on Father's Day. The film follows their relationship through everyday moments.
heartfeltgentlefamily-orientedemotionalreflectivewarmintimate
What happens
ପିହୁ, ୨୦୨୧ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଗୁନ୍ଗୁନ୍ । ମମତା ନନ୍ଦ ଓ ଅମିତ କୁମାର ଦାଶ ଏହି କଥାଚିତର କାହାଣୀ ରଚନା କରିଥିଲେ । ଚିନ୍ମୟ ମିଶ୍ର ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଏବଂ ଅମିତ କୁମାର ଦାଶଙ୍କ ସହ ଏହାର ଚିତ୍ରନାଟ୍ୟ ରଚନା କରିଥିଲେ । ସଙ୍ଗୀତକାର ଗୁଡ୍ଲି ରଥ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସିଦ୍ଧାନ୍ତ ମହାପାତ୍ର ଓ ଅନୁ ଚୌଧୁରୀ । ମନୋଜ ମିଶ୍ର, ପ୍ରସିଦ୍ଧି, ସଲୋନୀ, ସୁମନ୍ତ ଦାଶ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୨୦୨୧ ମସିହାର ଫାଦର୍ସ ଡେ ଅବସରରେ ମଞ୍ଜରୀ ଟିଭିରେ ମୁକ୍ତିଲାଭ କରିଥିଲା । ଉପସ୍ଥାପିକା ତଥା ଅଭିନେତ୍ରୀ ଗୁନ୍ଗୁନ୍ ତାଙ୍କ ପ୍ରଯୋଜନା ସଂସ୍ଥା ଗୁନ୍ଗୁନ୍ ଫିଲ୍ସ୍ ଆରମ୍ଭ କରିବା ପରେ, ଏହା ତାଙ୍କ ପ୍ରଯୋଜନାରେ ପ୍ରଥମ କଥାଚିତ୍ର । (from Wikipedia, CC BY-SA)
More like this
Kuriyan Jawan Baapu Preshaan (2021)
Agathinai
Baap Manus (2023)
Snehapoorvam Anna (2000)
Mara Pappa Superhero (2024)
Makal
#Home (2021)
Dear Vaappi (2023)- More like this film, on a shelf you can walk up to.It's the lit case on the top shelf.