KRAZZY - 4 (2022)

- Country
- India
How it feels
A group of friends get into silly situations and comedic misunderstandings. The story follows their antics as they try to navigate everyday problems.
lightheartedcomedicupbeatplayfulfast-pacedentertainingwhimsical
What happens
କ୍ରେଜି-୪ ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଜେ. ରଞ୍ଜନ । ଜିତେନ୍ଦ୍ର କୁମାର ବରାଳ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ସମ୍ରାଜ । ସଙ୍ଗୀତକାର ଏସ୍. ଚନ୍ଦ୍ରକାନ୍ତ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅଭିଶେଖ ରଥ ଓ ସୂର୍ଯ୍ୟମୟୀ ମହାପାତ୍ର । ଉତ୍ତମ ମହାନ୍ତି, ସୁଭାଶିଷ ଶର୍ମା, ପ୍ରଜ୍ଞା ଖଟୁଆ, ପିଣ୍ଟୁ ନନ୍ଦ ଆଦି କଳାକାରମାନେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୨୦୨୨ ମସିହାର ଫେବୃଆରୀ ୬ ତାରିଖରେ ମଞ୍ଜରୀ ଟିଭିରେ ମୁକ୍ତିଲାଭ କରିଥିଲା । (from Wikipedia, CC BY-SA)
More like this
- Thattassery Koottam (2022)
- Maa Da Ladla (2022)
- Nazar Andaaz (2022)
- Shrimati (2022)
- Cheene Badam (2022)
- Jaggu Ki Lalten (2022)
- Oye Makhna (2022)
- Aum Mangalam Singlem (2022)
Browse movies and series
press Enter to search by title, your filters still apply · for something by mood, tap Discover
Lists: Korean thrillers worth the evening · Anime films beyond Studio Ghibli · Slow films for a rainy night · Horror that unsettles instead of startling · Series you can finish in a weekend · Nordic crime worth the subtitles · Good films that end in under 90 minutes · Documentaries that play like thrillers
Loading movies…