Bohu Ama Bichhuati (2023)

- Directed by
- Sanjay Nayak
- Country
- India

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
A family comedy from Odisha. It follows the humorous situations that arise when a new bride enters a household with quirky relatives.
lightheartedfamily-orientedcomediclivelywhimsicalfast-pacedplayfulsentimental
What happens
ବୋହୂ ଆମର ବିଛୁଆତି ୨୦୨୩ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ରାଜା ନାୟକ । ଦିଲ୍ଲୀପ କୁମାର ଦାସ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ଦେବୀଦତ୍ତ ମହାନ୍ତି । ନିର୍ଦ୍ଦେଶକ ସଞ୍ଜୟ ନାୟକ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ବୈଦ୍ୟନାଥ ଦାଶ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥଲେ ଲିପ୍ସା ମିଶ୍ର ଓ ବିକ୍ରମ । ମନସ୍ୱିନୀ ପତି, କୁନା ତ୍ରିପାଠୀ, ରବି ମିଶ୍ର, ଧୀର ମଲ୍ଲିକ, ରାଜଶ୍ରୀ, ପ୍ରଜ୍ଞା ପ୍ରଧାନ, ମିଲନ, ଡିସ୍କୋ ରେଡ୍ଡି, କାଳୀ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହ କଥାଚିତ୍ରଟି ୨୦୨୩ ମସିହାର ଜାନୁଆରୀ ୨୯ ତାରିଖରେ ତରଙ୍ଗ ଟିଭି ଓ ତରଙ୍ଗ ପ୍ଲସ୍ରେ ମୁକ୍ତିଲାଭ କରିଥିଲା । (from Wikipedia, CC BY-SA)
More like this
Kaicha Mali (2023)
Laapataa Ladies (2023)
Pradhan (2023)
Hurry Om Hurry (2023)
Ennalum Ente Aliya (2023)
Let's Get Married (2023)
Ayalvaashi (2023)
Charles Enterprises (2023)- More like this film, on a shelf you can walk up to.It's the lit case on the top shelf.