Underplayed Gems
The whole movie catalogue

Films and series, searchable by what they are

← Back to the shop

Mindgame (2023)

Mindgame poster
Original title
ମାଇଣ୍ଡ୍ ଗେମ୍
Directed by
Rajesh Touchriver
Genre
crime, drama
Country
India
Runtime
2h 08m
Rated
UA
Elsewhere
IMDb

How it feels

The story is based on a 2018 bombing incident in Patnagarh, Odisha. It follows the events surrounding that explosion. The film was made in multiple Indian languages.

investigativeintensesoberinggroundedsuspensefuldramaticserious

What happens

ମାଇଣ୍ଡ୍‌ଗେମ୍ ୨୦୨୩ ମସିହାରେ ମୁକ୍ତିଲାଭ କରିଥିବା ଏକ ବହୁଭାଷୀ ଭାରତୀୟ କଥାଚିତ୍ର, ଯାହାକି ଓଡ଼ିଆ (ଓଡ଼ିଆ ଓ ସମ୍ବଲପୁରୀ), ତେଲୁଗୁ ଏବଂ ହିନ୍ଦୀ ଭାଷାରେ ମୁକ୍ତିଲାଭ କରିଥିଲା । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଶ୍ରୀଧର ମାର୍ଥା । ଛବିତା ମାର୍ଥା ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ୨୦୧୮ ମସିହାରେ ଓଡ଼ିଶାର ପାଟଣାଗଡ଼ଠାରେ ଘଟିଥିବା ବୋମା ବିସ୍ଫୋରଣ ଘଟଣା ଉପରେ ଏହି କଥାଚିତ୍ରଟିର କାହାଣୀ ଆଧାରିତ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ରାଜେଶ ଟ୍ରଚିଭର । ଏହି କଥାଚିତ୍ରଟି ଉଭୟ ଓଡ଼ିଆ ଏବଂ ତେଲୁଗୁ ଭାଷାରେ ନିର୍ମାଣ ହୋଇଥିଲା । ମନୋଜ ମିଶ୍ର, ପୁଷ୍ପା ପଣ୍ଡା, ଅତୁଲ କୁଲ୍‌କର୍ଣ୍ଣି, ଅନୁ ଚୌଧୁରୀ, ଚିତ୍ତରଞ୍ଜନ ତ୍ରିପାଠୀ, ଚିନ୍ମୟ ମିଶ୍ର, ଇଶିକା ସିଂହ, ସଞ୍ଜୁ ଶିବରାମ, ଅପ୍ସରା ରାଣୀ, ୟଶପାଲ ଶର୍ମା, ଶିଜୁ, ତନ୍ନିକେଲା ଭରଣୀ, ବିନ୍ନି ମୋବଷ୍ଟାଜ୍ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । (from Wikipedia, CC BY-SA)

Trailer

More like this

This page is from Underplayed Gems. Not quite it? Tell the Catbot what you feel like watching and it picks from the whole catalogue, or browse by genre, country and year.

Lists: Korean thrillers worth the evening · Anime films beyond Studio Ghibli · Slow films for a rainy night · Horror that unsettles instead of startling · Series you can finish in a weekend · Nordic crime worth the subtitles · Good films that end in under 90 minutes · Documentaries that play like thrillers

Loading movies…

What should I watch?