Dhoka - The Game of Love (2023)

- Country
- India

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
A love story that involves deception and emotional conflicts. The film follows three main characters as they navigate romantic relationships and the games people play for love.
romanticdramaticemotionalsuspensefulmelodramaticintenselove story
What happens
ଧୋକା - ଦି ଗେମ୍ ଅଫ୍ ଲଭ୍ ୨୦୨୩ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ କ୍ଷୀରୋଦ ପଟ୍ଟନାୟକ । ରଜନୀ ରଞ୍ଜନ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ତ୍ରିପତି ସାହୁ । ସଙ୍ଗୀତକାର ଅଭିଜିତ ମଜୁମଦାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସୁଭାଶିଷ ଶର୍ମା, କୁକିଜ୍ ସ୍ୱାଇଁ ଓ ଅଭିପ୍ସା ଭଞ୍ଜ ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ପୃଥ୍ୱୀରାଜ ନାୟକ, ଜଗନ୍ନାଥ ସାହୁ ଭଳି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିର ୨୦୨୩ ମସିହାର ମଇ ୭ ତାରିଖରେ ଜୀ ସାର୍ଥକରେ ମୁକ୍ତିଲାଭ କରିଥିଲା । (from Wikipedia, CC BY-SA)
More like this
Premadesam (2023)
Nigah Marda Ayi Ve (2023)
Sapta Saagaradaache Ello – Side A (2023)
Love (2023)
Break Up Wala Love Story (2023)
Michhei Jhia (2023)
Azhagiya Kanne (2023)
Unnaal Ennaal (2023)- More like this film, on a shelf you can walk up to.It's the lit case on the top shelf.