Padigali To Premare (2023)

- Country
- India

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
A man falls in love and tries to win the heart of a woman. The story follows their relationship through everyday situations and challenges.
romanticlighthearteddown-to-earthplayfulearnestupbeat
What happens
ପଡ଼ିଗଲି ତୋ ପ୍ରେମରେ ୨୦୨୩ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଚିରଞ୍ଜିବୀ ବେହେରା, ଯିଏକି ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ । ଗୀତ ପ୍ରସାଦ ପାଣିଗ୍ରାହୀ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ୟଶ ବର୍ମଣ ପଣ୍ଡା । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଚିରଞ୍ଜିବୀ ବେହେରା ଓ ଆର୍ଚ୍ଚି ପ୍ରଧାନ । ବିଶ୍ୱାବସ ରାଜଗୁରୁ, ପ୍ରଭାକର ମିଶ୍ର, କାଳୀଚରଣ ରଥ, ମୋନାଲିସା ମିଶ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୨୦୨୩ ମସିହାର ମଇ ୧୯ ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା । (from Wikipedia, CC BY-SA)
More like this
Nigah Marda Ayi Ve (2023)
Rangabali (2023)
Love Birds (2023)
Mr. Bachelor (2023)
Bad Boy (2023)
Bhool Chuk Maaf (2023)
Pakhe Pakhe Thibi Harpal (2023)
Sapta Saagaradaache Ello – Side A (2023)- More like this film, on a shelf you can walk up to.It's the lit case on the top shelf.