Panga Neichhi Mun Jama Sathire (2026)

- Country
- India

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
A story about a man who teams up with Yama, the god of death. Together they face various challenges and adventures.
dramaticemotionalromanticfamily-orientedlight-heartedsuspensefulmusicalhopeful
What happens
ପଙ୍ଗା ନେଇଛି ମୁଁ ଯମ ସାଥୀରେ ୨୦୨୬ ମସିହାରେ ଟେଲିଭିଜନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହ କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଅଜୟ ସାମଲ । ନିର୍ଦ୍ଦେଶକ ଟି. ଗଣେଶ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ସାର୍ଥକ ଅଗ୍ରୱାଲ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ହିରଣ୍ମୟୀ ଦାସ ଓ ସ୍ୱସ୍ତିକ ମହାନ୍ତି । ଜୀବନ ପଣ୍ଡା, ଜ୍ୟୋତି, ମିଲି, ଶ୍ରୀଲା, ଇଲୁ ବାନାର୍ଜୀ, ମଣ୍ଡଳ ପଣ୍ଡା, ପ୍ରଜ୍ୱଳ, ସୁପ୍ରିତି, ତନୁଶ୍ରୀ, ପୂର୍ଣ୍ଣେନ୍ଦୁ ଦତ୍ତ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । (from Wikipedia, CC BY-SA)
More like this
Vvan: Force Of The Forrest (2026)
Ramayana (2026)
Basundhara (2026)
Deool Band 2 (2026)
Bara Badhu (2026)
Abhhiman (2026)
Psych Siddhartha (2026)
Nari Choritro Bejay Jotil (2026)- More like this film, on a shelf you can walk up to.It's the lit case on the top shelf.