God's own people (2016)

- Original title
- God's Own People
- Directed by
- Nila Madhab Panda
- Runtime
- 1h 20m
- Rated
- U
- Elsewhere
- IMDb

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
This documentary film is about the Nabakalebara ceremony of Lord Jagannath. It shows the rituals and traditions of the event in Odisha.
documentary-stylereverentcalminformativetraditionaldevotionalrestrained
What happens
ଗଡ୍ସ୍ ଓନ୍ ପିପୁଲ୍, ମହାପ୍ରଭୁ ଜଗନ୍ନାଥଙ୍କ ନବକଳେବର ଉପରେ ଆଧାରିକ ଏକ ଡକୁମେଣ୍ଟାରୀ ଚଳଚ୍ଚିତ୍ର । ଏହି ଚଳଚ୍ଚିତ୍ରଟିର ପ୍ରଯୋଜନା କରିଥିଲେ ଅକ୍ଷୟ କୁମାର ପରିଜା । ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ନୀଳ ମାଧବ ପଣ୍ଡା । ଏହି ଚଳଚ୍ଚିତ୍ରଟି ଓଡ଼ିଆ, ହିନ୍ଦୀ ଏବଂ ଇଂରାଜୀ ଭାଷାରେ ମୁକ୍ତିଲାଭ କରିଥିଲା । ହିନ୍ଦୀ କଥାଚିତ୍ର ଜଗତର ଅଭିନେତା ଅମିତାଭ ବଚ୍ଚନ ଏହି ଚଳଚ୍ଚିତ୍ରର ଜଣେ କଥାକାର ଭାବରେ କାର୍ଯ୍ୟ କରିଥିଲେ । ଏହି କାର୍ଯ୍ୟ ପାଇଁ ସେ କୌଣସି ପାରିଶ୍ରମିକ ମଧ୍ୟ ନେଇ ନଥିଲେ । ୧୨ ମଇ ୨୦୧୬ରେ ଏହି ଚଳଚ୍ଚିତ୍ରଟି ପ୍ୟାରିସ୍ରେ ଅନୁଷ୍ଠିତ କାନସ୍ ଫିଲ୍ମ ଫେଷ୍ଟିଭାଲରେ ଦେଖାଯାଇଥିଲା । ଏହି ଉତ୍ସବରେ ଓଡ଼ିଶାର ପର୍ଯ୍ୟଟନ ଏବଂ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଯୋଗ ଦେଇଥିଲେ । ଏହି ଉତ୍ସବରେ ବିଶ୍ୱସ୍ତରର ଚଳଚ୍ଚିତ୍ର ନିର୍ମାତାଙ୍କୁ ଓଡ଼ିଶାକୁ ସ୍ୱାଗତ କରିଥିଲେ ନିତୀନ ଜୱାଲେ, ଶ୍ରୀ ପଟ୍ଟନାୟକ ଏବଂ ଅଶୋକ ପଣ୍ଡା । ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଅପ୍ରେଲ ୨୦୧୬ରରେ ଏହା ଆଇନକ୍ସ, ଭୁବନେଶ୍ୱରରେ ଦେଖାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ରାଜ୍ୟପାଳ ଏସ. ସି. ଜମିର ମଧ୍ୟ ଉପସ୍ଥିତ ଥିଲେ । (from Wikipedia, CC BY-SA)
More like this
God's Own People (2016)
Shri Jagannath Nka Nabakalebara (2025)
Sinhastha Parvani (1919)
Sant Dnyaneshwaranchi Muktai (2025)
Kwatha Pham Kaaba
Jai Jagannatha (2007)
Naga the Eternal Yogi (2016)
Kumbh Mela: Songs of the River (2004)- More like this film, on a shelf you can walk up to.It's the lit case on the top shelf.