Mathura Bijaya (1979)

- Directed by
- A. Sanjeevi
- Country
- India
- Elsewhere
- IMDb

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
This Odia film tells a story from Hindu mythology about Lord Krishna and his deeds. It features the characters Krishna, Radha, Kansa, Nanda and Yashoda in a tale of good versus evil.
dramaticmusicalmythologicalheroicdevotionalcolorfulemotional
What happens
ମଥୁରା ବିଜୟ ୧୯୭୯ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ବାବୁଲାଲ ଦୋଶୀ । ଏ ସଞ୍ଜିବୀ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ବାଳକୃଷ୍ଣ ଦାଶ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ଏହି କଥାଚିତ୍ରଟିରେ କୃଷ୍ଣ ଭୂମିକାରେ ଶ୍ରୀକାନ୍ତ ଗୌତମ, ରାଧା ଭୂମିକାରେ ରୂପଲେଖା, କଂସ ଭୂମିକାରେ ଶରତ ପୂଜାରୀ, ନନ୍ଦ ଭୂମିକାରେ ପବନ କୁମାର ଓ ଯଶୋଦା ଭୂମିକାରେ ଅନିତା ଦାସ ଅଭିନୟ କରିଥିଲେ । ମିହିର ଦାସ, ଜୟା ସ୍ୱାମୀ, ଗୀତା ରାଓ, ଦୀପା ସାହୁ, ଜୟୀରାମ ସାମଲ, ମାମିନା, ରୁକମଣୀ, ତାପସ ଦାସଗୁପ୍ତା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । (from Wikipedia, CC BY-SA)
More like this
Srikrushna Raasleela (1979)
Sri Jagannath (1979)
Gopal Krishna (1979)
Gnana Kuzhandhai (1979)
Nilamadhaba (1979)
ஸ்ரீராமஜெயம் (1979)
Bilwa Mangala (1981)
Chinha Achinha (1979)- More like this film, on a shelf you can walk up to.It's the lit case on the top shelf.