Sri Jagannath (1979)

- Directed by
- Vijay Bhaskar
- Country
- India
- Elsewhere
- IMDb
How it feels
This Odia language film tells the story of Lord Jagannath, a revered Hindu deity. It depicts the god's life and legends through a series of devotional scenes and songs.
devotionalreverenttraditionalceremoniouspeacefulslow-pacedreligiousserene
What happens
ଶ୍ରୀ ଜଗନ୍ନାଥ, ୧୯୭୯ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ କ୍ରାନ୍ତି କୁମାର । ବିଜୟ ମିଶ୍ର ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ । ବିଜୟ ଭାସ୍କର କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ଚକ୍ରପାଣୀ, ଝରଣା ଦାସ, ଶ୍ୟାମଳେନ୍ଦୁ ଭଟ୍ଟାଚାର୍ଯ୍ୟ, ପୀର ମିଶ୍ର, ମାମିନା, ମୁନିଶ୍ରୀ, ନିତ୍ୟାନନ୍ଦ ମିଶ୍ର, କେଦାର ଗୁରୁ, ବିରେନ୍ଦ୍ର ମହାନ୍ତି, ଧୀରେନ ଦାସ, ସରୋଜ ଦାସ, ଲୁନା ମହାପାତ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । (from Wikipedia, CC BY-SA)
More like this
- Srikrushna Raasleela (1979)
- Jai Jagannatha (2007)
- Nilamadhaba (1979)
- Mathura Bijaya (1979)
- Gnana Kuzhandhai (1979)
- Velum Mayilum Thunai (1979)
- Sri Tirupati Venkateswara Kalyanam (1979)
- Shree Shree Mahalaxmi Puja (1959)
Browse movies and series
press Enter to search by title, your filters still apply · for something by mood, tap Discover
Lists: Korean thrillers worth the evening · Anime films beyond Studio Ghibli · Slow films for a rainy night · Horror that unsettles instead of startling · Series you can finish in a weekend · Nordic crime worth the subtitles · Good films that end in under 90 minutes · Documentaries that play like thrillers
Loading movies…