Topae Sindura Dipata Shankha (1989)

- Country
- India
- Elsewhere
- IMDb

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
This 1989 Odia film tells a story centered on family relationships and romantic entanglements. It follows the lives of several characters as they navigate love, duty, and social expectations.
dramaticemotionalfamily-centrictraditionalheartfeltromanticserious
What happens
ଟୋପାଏ ସିନ୍ଦୂର ଦି ପଟ ଶଙ୍ଖା ୧୯୮୯ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୁଜିତ କୁମାର । କେଶବ ରାଠୋଡ଼ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ବିଜୟ ମିଶ୍ର ଏହାର ସଂଳାପ ରଚନା କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଜେ. ଏଚ. ସତ୍ତାର । ଉତ୍ତମ ମହାନ୍ତି, ଅପରାଜିତା ମହାନ୍ତି, ବିଜୟ ମହାନ୍ତି, ତନ୍ଦ୍ରା ରାୟ, ଝରଣା ଦାସ, ଅରୁଣା ଇରାନୀ, ସୁଜିତ କୁମାର, ଜୟୀରାମ ସାମଲ, ତାପସ ପାଲ, ସୁଧାରାଣୀ ଜେନା, ରୁନୁ ପରିଜା, ପୃଥ୍ୱୀରାଜ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । (from Wikipedia, CC BY-SA)
More like this
Asuchhi Mo Kalia Suna (1989)
Hasa Luha Bhara Dunia (1990)
Idhu Unga Kudumbam (1989)
Pabitra Bandhana (1999)
Dhruva Nakshatram (1989)
En Thangai (1989)
Daiba Daudi (1990)
Manasukketha Maharasa (1989)- More like this film, on a shelf you can walk up to.It's the lit case on the top shelf.