Hasa Luha Bhara Dunia (1990)

- Directed by
- Pranab Das
- Country
- India
- Elsewhere
- IMDb

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
Set in 1990s India, this Odia film explores the joys and sorrows of family life. It follows the intertwining stories of several characters as they navigate relationships and personal struggles.
emotionaldramaticfamily-orientedmusicalsentimentallivelytraditionalheartfelt
What happens
ହସ ଲୁହ ଭରା ଦୁନିଆ, ୧୯୯୦ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ କାଳିନ୍ଦୀ ତ୍ରିପାଠୀ । ଶୀର୍ଷନନ୍ଦ ଦାସ କାନୁନ୍ଗୋ ଏହି କଥାଚିତ୍ରଟି ସଂଳାପ ରଚନା କରିଥିଲେ । ପ୍ରଣବ ଦାସ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ଉତ୍ତମ ମହାନ୍ତି, ଅପରାଜିତା ମହାନ୍ତି, ମିହିର ଦାସ, ହର ପଟ୍ଟନାୟକ, ରାଇମୋହନ ପରିଡ଼ା, ନରେନ୍ଦ୍ର ବେହେରା, ଦେବୁ ବ୍ରହ୍ମା, ଜୟୀରାମ ସାମଲ, ପ୍ରତିଭା ସାହୁ, ଅରୁଣ ଦାସ, କାଳନ୍ଦୀ ତ୍ରିପାଠୀ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । (from Wikipedia, CC BY-SA)
More like this
Daiba Daudi (1990)
Maanmizhiyaal (1990)
Topae Sindura Dipata Shankha (1989)
Master Kapuram (1990)
Vellaiya Thevan (1990)
Apan Amar Apan (1990)
Aandhiyan (1990)
Samsaram (1990)- More like this film, on a shelf you can walk up to.It's the lit case on the top shelf.