Loot Taraj (1989)

- Directed by
- Prashanta Nanda
- Country
- India
- Elsewhere
- IMDb
How it feels
A 1989 Odia film about a heist or robbery plot. It follows characters involved in criminal activities and the conflicts that arise.
action-packedmelodramaticsuspensefulstraightforwardearnestdated
What happens
ଲୁଟ ତରାଜ ୧୯୮୯ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ପ୍ରଶାନ୍ତ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ, କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ପ୍ରଶାନ୍ତ ନନ୍ଦ, ଶ୍ରୀରାମ ପଣ୍ଡା, ପୃଥ୍ୱୀରାଜ ନାୟକ, ବୈଶାଳୀ ପରିଡ଼ା, ପ୍ରତିଭା ସାହୁ, ଅଜିତ ଦାସ, ତୁଷାର ପାଣିଗ୍ରାହୀ, ରଣଜିତ, ବ୍ରଜ ସିଂହ, ମାମିନା, ଶଙ୍କର ବସୁ ମଲ୍ଲିକ, ମୁନୁ ପତି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । (from Wikipedia, CC BY-SA)
More like this
- Poruthathu Pothum (1989)
- Dana Paani (1989)
- Topae Sindura Dipata Shankha (1989)
- Parashuram (1989)
- Asuchhi Mo Kalia Suna (1989)
- Poli Huduga (1989)
- Chinnappadass (1989)
- Tridev (1989)
Browse movies and series
press Enter to search by title, your filters still apply · for something by mood, tap Discover
Lists: Korean thrillers worth the evening · Anime films beyond Studio Ghibli · Slow films for a rainy night · Horror that unsettles instead of startling · Series you can finish in a weekend · Nordic crime worth the subtitles · Good films that end in under 90 minutes · Documentaries that play like thrillers
Loading movies…