Underplayed Gems
The whole movie catalogue

Films and series, searchable by what they are

← Back to the shop

Bastra Harana (1991)

Bastra Harana poster
Directed by
Sisir Mishra
Country
India
Elsewhere
IMDb

How it feels

This Odia film from 1991 tells a story rooted in cultural and family dynamics. It features a large ensemble cast portraying various roles in a narrative about relationships and societal expectations.

dramaticemotionalsoberfamily-centeredtraditionalearnestslow-paced

What happens

ବସ୍ତ୍ର ହରଣ, ୧୯୯୧ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ରବିନ୍ଦ୍ର ସାହୁ । ଶୀର୍ଷାନନ୍ଦ ଦାସ କାନୁନ୍‌ଗୋ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଶିଶିର ମିଶ୍ର ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ବିଜୟ ମହାନ୍ତି, ମହାଶ୍ୱେତା ରାୟ, ଉତ୍ତମ ମହାନ୍ତି, ଶ୍ରୀରାମ ପଣ୍ଡା, ଅପରାଜିତା ମହାନ୍ତି, ମିହିର ଦାସ, ହର ପଟ୍ଟନାୟକ, ଅସୀତ ପତି, ସୁଜାତା ଆନନ୍ଦ, ଧୀର ବିଶ୍ୱାଳ, ସୁରେଶ ବଳ, ବୈଶାଳୀ ପରିଡ଼ା, ରୁନୁ ପରିଜା, ଜୟୀରାମ ସାମଲ, ବ୍ରଜ ସିଂହ, ଦୁଃଖିରାମ ସ୍ୱାଇଁ, ରବିନ୍ଦ୍ର ସାହୁ, ଅଶ୍ରୁମୋଚନ ମହାନ୍ତି, ସଂଗ୍ରାମ ବିଶ୍ୱାଳ, ଗ୍ଲୋରିଆ ମହାନ୍ତି, ଅରବିନ୍ଦ ଷଡ଼ଙ୍ଗୀ, ଦେବୁ ବ୍ରହ୍ମା, ରାଇମୋହନ ପରିଡ଼ା, ଭୂପତି, ଭବାନୀ ମହାପାତ୍ର, ସରସ୍ୱତୀ, ହିମାଂଶୁ ପରିଜା, ନରେନ୍ଦ୍ର ବିଶ୍ୱାଳ, ରମା ମହାରଣା, ଡିସ୍କୋ, ଶାନ୍ତି, ସନ୍ଧ୍ୟା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । (from Wikipedia, CC BY-SA)

More like this

This page is from Underplayed Gems. Not quite it? Tell the Catbot what you feel like watching and it picks from the whole catalogue, or browse by genre, country and year.

Lists: Korean thrillers worth the evening · Anime films beyond Studio Ghibli · Slow films for a rainy night · Horror that unsettles instead of startling · Series you can finish in a weekend · Nordic crime worth the subtitles · Good films that end in under 90 minutes · Documentaries that play like thrillers

Loading movies…

What should I watch?