Chakadola Karuchi Leela (1991)

- Directed by
- Hara Patnaik
- Country
- India
- Elsewhere
- IMDb
How it feels
This is an Odia film from 1991. It is a story with music and romance. The plot involves love and relationships.
musicalromanticplayfuldramaticemotionalsentimentallively
What happens
ଚକାଡୋଳା କରୁଛି ଲୀଳା, ୧୯୯୦ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅମୀୟ ରଞ୍ଜନ ପଟ୍ଟନାୟକ । ଶୀର୍ଷାନନ୍ଦ ଦାସ କାନୁନ୍ଗୋ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ହର ପଟ୍ଟନାୟକ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ଉତ୍ତମ ମହାନ୍ତି, ଅପରାଜିତା ମହାନ୍ତି, ବିଜୟ ମହାନ୍ତି, ସୁଜାତା ଆନନ୍ଦ, ହର ପଟ୍ଟନାୟକ, ମିହିର ଦାସ, ଦେବୁ ବୋଷ, ଜୟୀରାମ ସାମଲ, ଅନୁରାଧା, ରେଖା ଜୈନ, ବ୍ରଜ ସିଂହ, ଡିସ୍କୋ ଶାନ୍ତି, ଦୁଃଖିରାମ ସ୍ୱାଇଁ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । (from Wikipedia, CC BY-SA)
More like this
- To Binu Anya Gati Nahin (1991)
- Ki Heba Sua Posile (1991)
- Aama Ghara Aama Sansara (1991)
- Bastra Harana (1991)
- Ayee Milan Ki Raat (1991)
- Jeena Teri Gali Mein (1991)
- Banjaran (1991)
- Afsana Pyaar Ka (1991)
Browse movies and series
press Enter to search by title, your filters still apply · for something by mood, tap Discover
Lists: Korean thrillers worth the evening · Anime films beyond Studio Ghibli · Slow films for a rainy night · Horror that unsettles instead of startling · Series you can finish in a weekend · Nordic crime worth the subtitles · Good films that end in under 90 minutes · Documentaries that play like thrillers
Loading movies…